ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଦିନଟି ମଧ୍ୟମ ଧରଣର ରହିବ।
https://www.youtube.com/watch?v=OP1Cuwv5yIM
ବୃଷ : ସସମ୍ତ ଦିଗରୁ ଲାଭ ମିଳିବ। ଭାବାନ୍ତର ହୋଇପାରନ୍ତି।
https://www.youtube.com/watch?v=RLSlLtIJkU8
ମିଥୁନ : ପରିବାରରେ କଳହ ଦେଖାଯାଇପରେ। ଅର୍ଦ୍ଧସୁଖ ପ୍ରାପ୍ତ ହେବ।
https://www.youtube.com/watch?v=erKaSxAdiGU
କର୍କଟ : ବାଧା ପ୍ରାପ୍ତ ହୋଇପରେ। ବିଭିନ୍ନ ଦିଗରୁ ଲାଭାନ୍ବିତ ହେବେ।
https://www.youtube.com/watch?v=pRrI8id65Es
ସିଂହ : ସମସ୍ତ ଦିଗରୁ ସୁଖ ପ୍ରାପ୍ତ ହେବ। ସୁବାର୍ତ୍ତା ମିଳିବ।
https://www.youtube.com/watch?v=pLJbu_4Je20
କନ୍ୟା : ଦ୍ବନ୍ଦରେ ପଡ଼ିପାରନ୍ତି। ନିଷ୍ପତି ନେବାକୁ ନେଇପାରେ।
https://www.youtube.com/watch?v=7i1sRMPmCHk
ତୁଳା : ଗତିଶୀଳ ଭାବେ କାର୍ମତତ୍ପରତା ଦେଖାଯାଇପାରେ।
https://www.youtube.com/watch?v=jjB2gPgmjVc
ବିଛା : ଦିନଟି ଭଲ ରହିବ। ଖରାପ ପରିସ୍ଥିତି ଦେଖାଯାଇପାରେ।
https://www.youtube.com/watch?v=_wSpqQPbiyo
ଧନୁ : ଦିନଟି ସଫଳତା ଆଣିଦେବ।
https://www.youtube.com/watch?v=2quFf3m-8nI
ମକର : ଦିନଟି ଭଲ ଯିବ। ମାଙ୍କର ପୂଜା ଅର୍ଚ୍ଚନା କରନ୍ତୁ।
https://www.youtube.com/watch?v=k7bv8XyCGzc
କୁମ୍ଭ : ଲାଭାନ୍ବିତ ହେବେ। ଆଗକୁ ସୁସମ୍ବାଦ ପାଇଁ କିଛି ଅସୁବିଧା ଦେଖାଦେଇପାରେ।
https://www.youtube.com/watch?v=cU1xB2TYb2o
ମୀନ : ନୂତନ ଭାଗ୍ଯ ହେବ ।ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ।
https://www.youtube.com/watch?v=aRcsamTsRGU