ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଧର୍ମକାର୍ଯ୍ୟରେ ବାଧା ଉପୁଜିବ । ପାରିବାରିକ ସମସ୍ୟା ଦେଖାଦେବ । ଚକ୍ଷୁରେ ପୀଡ଼ା ଦେଖାଦେବ ।
ବୃଷ : କର୍ମକ୍ଷେତ୍ରରେ ଉନ୍ନତି ହେବ । ମାନ ସମ୍ମାନ ପ୍ରାପ୍ତି ହେବ । ପରାକ୍ରମ କ୍ଷେତ୍ରରେ ଅସଫଳ ହେବେ ।
ମିଥୁନ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ । ଶରୀର ଅସୁସ୍ଥ ରହିବ । ଅହଂଭାବ ଦୂର କରନ୍ତୁ ।
କର୍କଟ : ପାରିବାରିକ ସମସ୍ୟା ଦେଖା ଦେଇପାରେ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ସିଂହ : ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହେବେ । ମାନସିକ ଅଶାନ୍ତି ପାଇବେ । ସୁସ୍ୱାଦୁ ଭୋଜନ କରିବେ ।
କନ୍ୟା : କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।
ତୁଳା : ସନ୍ତାନକୁ ନେଇ ଚିନ୍ତା ଦେଖାଦେବ । ଶରୀର ଅସୁସ୍ଥ ରହିପାରେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।
ବିଛା : ଗୁରୁଜନଙ୍କ ସମ୍ମାନ କରନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଆୟ ଉତ୍ତମ ରହିବ । ଅହଂକାର ତ୍ୟାଗ କରନ୍ତୁ ।
ଧନୁ : ପରିବାରରେ ମନ ମିଳାଇ ଚଳନ୍ତୁ । ଶତ୍ରୁ ବୃଦ୍ଧି ହେବ । ବେପାର ବାଣିଜ୍ୟରେ ସଫଳତା ପାଇବେ ।
ମକର : କର୍ତ୍ତବ୍ୟ ପରାୟଣ ହୋଇ କାର୍ୟ୍ୟ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପରିବାରର ସହଯୋଗ ପାଇବେ ।
କୁମ୍ଭ : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।
ମୀନ : ଅହଂଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ହଠାତ୍ କ୍ରେଧାନ୍ଵିତ ହୁଅନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।