ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ଖୁବ୍ ଖୁସିରେ କଟିବ ଦିନଟି । ନୂଆ ଯୋଜନା ପ୍ଲାନ୍ କରିପାରନ୍ତି । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।
ବୃଷ : ଅନେକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଟଙ୍କା ଚୋରି ମଧ୍ୟ ହୋଇପାରେ । ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା ୩ ।
ମିଥୁନ : ଫିସିଥିବା ଟଙ୍କା ଫେରିପାଇବେ । ବ୍ୟବସାୟରେ ଲାଭବାନ୍ ହେବେ । ମାନ ସମ୍ମାନ ପ୍ରାପ୍ତି ହେବ । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୬ ।
କର୍କଟ : ଅଫିସରେ କେହି କଷ୍ଟ ଦେବା ଭଳି କଥା କହିପାରନ୍ତି । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୯ ।
ସିଂହ : ଦିନଟି ଭଲରେ କଟିବ । ଦୂର ଯାତ୍ରା କରିପାରନ୍ତି । ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା ୯ ।
କନ୍ୟା : କେହି ଆପଣଙ୍କୁ ମିଠା କଥା କହି ଅର୍ଥ ନେଇପାରନ୍ତି । ଅର୍ଥ କଷ୍ଟ ପାଇପାରନ୍ତି । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୮ ।
ତୁଳା : ବ୍ୟବସାୟରେ ଲାଭବାନ୍ ହେବେ । ବୈବାହିକ ଜୀବନ ଖୁସିରେ କଟିବ । ମନମାଳିନ୍ୟ ଦୂର ହେବ । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୩ ।
ବିଛା : ଶତ୍ରୁଜୟ ହେବ । ଇଣ୍ଟରଭ୍ୟୁରେ ସଫଳତା ମିଳିବ । କାମରେ କଟିବ ଦିନଟି । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ସଂଖ୍ୟା ୭ ।
ଧନୁ : ଲଭ୍ ଲାଇଭ୍ ବହୁତ ଭଲରେ କଟିବ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୬ ।
ମକର : ଘର ନେଇ କିଛି କଷ୍ଟ ପାଇପାରନ୍ତି । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୧ ।
କୁମ୍ଭ : କାନ ଜନିତ ସମସ୍ୟା ପାଇପାରନ୍ତି । ଦୂର ଯାତ୍ରା କରନ୍ତୁ ନାହିଁ । ଶୁଭ ରଙ୍ଗ କଳା ଏବଂ ଶୁଭ ସଂଖ୍ୟା ୯ ।
ମୀନ : ଛୋଟ ପିଲାଙ୍କୁ ଗାଳି କରନ୍ତୁ ନାହିଁ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୯ ।