ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : କୌଣସି ପ୍ରକାର ବିବାଦରୁ ଦୂରେଇ ରୁହନ୍ତୁ। ପରିଶ୍ରମ କରିବେ ଫଳ ବିଳମ୍ବରେ ମିଳିବ। ବାଣୀର ପ୍ରଭାବ ରହିବ। ରାଶି ତେଲର ଦୀପ ହନୁମାନଙ୍କୁ ଅପ୍ରଣ କରନ୍ତୁ।ଶୁଭ ରଙ୍ଗ ବାଦାମୀ ଶୁଭ ସଂଖ୍ୟା ୭।
ବୃଷ : ମନ ଚଳଚଞ୍ଚଳ ରହିବ। କଥାବାର୍ତ୍ତା ପ୍ରଭାବିତ ରହିବ। ଚିତ୍ରକଳା ଖ୍ୟାତି ଆଣିବ। ରାସ୍ତା ସଫା କରୁଥିବା ନାରୀଙ୍କୁ ଅତର ଦିଅନ୍ତୁ। ଶୁଭ ରଙ୍ଗ ନାଲି। ଶୁଭ ସଂଖ୍ୟା ୧।
ମିଥୁନ : ଅଧିକ ଖର୍ଚ୍ଚାନ୍ତ ହେବେ। ଚୋରି ହେବାର ସମ୍ଭାବନା ରହିଛି। ରୋଷେଇ ଘରେ ଦୀପ ଜାଳନ୍ତୁ। ଶୁଭ ସଂଖ୍ୟା ୩। ଶୁଭ ରଙ୍ଗ ହଳଦିଆ।
କର୍କଟ : ଧନ ଆସିବାର ରହିଛି। ବ୍ୟବସାୟରେ ଲାଭବାନ ହେବେ। ଲୋକ ସହପର୍କ ବଢ଼ିବ। ଶୂଭ ସଂଖ୍ୟା ୨ ।ଶୁଭ ରଙ୍ଗ ଗୋଲାପି।
ସିଂହ : ସରକାରୀ ଚାକିରୀ ମିଳିବ। ସୁନ୍ଦର କର୍ମକ୍ଷେତ୍ରକୁ ପରିବର୍ତ୍ତନ କରିବେ। ଷଣ୍ଢକୁ ଗୁଡ଼ ଏବଂ ଅଟା ଖାଇବାକୁ ଦିଅନ୍ତୁ। ଶୁଭ ସଂଖ୍ୟା ୧। ଶୁଭ ରଙ୍ଗ ମେରୁନ୍।
କନ୍ୟା : ଦିନଟି ଭଲରେ ବିତିବ। ବହୁ ଦିନର ସ୍ବପ୍ନ ପୂରା ହେବ। ବିନା ପରିଶ୍ରମରେ ଶୁଭ ଫଳ ମିଳିବ। ଶୁଭ ସଂଖ୍ୟା ୫। ଶୁଭ ରଙ୍ଗ ସବୁଜ।
ତୁଳା : ଶରୀରରେ ଆଘାତ ଲାଗିପାରେ। ଗଳାରେ ସମସ୍ୟା ଆସିପାରେ। ଶୁଭ ସଂଖ୍ୟା ୭। ଶୁଭ ରଙ୍ଗ ବାଦାମୀ।
ବିଛା : ଦିନଟି ଭଲରେ ବିତିବ। ବ୍ୟବସାୟ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶୁଭ ସଂଖ୍ୟା ୩। ଶୁଭ ରଙ୍ଗ ନାଲି।
ଧନୁ : ଖାଦ୍ୟକୁ ନେଇ ଶରୀର ଜନ୍ତ୍ରଣା ଭୋଗ କରିପାରନ୍ତି। କେଶକୁ ନେଇ ସମସ୍ୟା ଆସିପାରେ। ଶୁଭ ସଂଖ୍ୟା ୧। ଶୁଭ ରଙ୍ଗ ନୀଳ।
ମକର : ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଲଭ ଲାଇଫ୍ ଭଲ ରହିବ। ନୂଆ ବନ୍ଧୁ ଜୀବନକୁ ଆସିବେ। ଶୁଭ ସଂଖ୍ୟା ୪। ଶୁଭ ରଙ୍ଗ ସବୁଜ।
କୁମ୍ଭ : ନୂଆ ଯାନବାହାନ କିଣି ପାରିବେ। ନୂଆ ଜିନିଷ ଘରକୁ ଆଣିବେ। ଯାନବାହାନ କାହାକୁ ଦିଅନ୍ତୁ। ଶୁଭ ସଂଖ୍ୟା ୬। ଶୁଭ ରଙ୍ଗ ଧଳା।
ମୀନ : ଫୋନ ଦ୍ବାରା ସମସ୍ତ କାମ ଶେଷ ହେବ। ମୋବାଇଲରେ କିଛି ଭଲ ଖବର ପାଇବେ। ଶୁଭ ସଂଖ୍ୟା ୪। ଶୁଭ ରଙ୍ଗ ହଳଦିଆ।