ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଚଳାଇବାବେଳେ ସାବଧାନ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣ ରଖନ୍ତୁ ।
ବୃଷ : ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ପରିବାରରେ ମନମିଳାଇ ଚଳିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଦିନଟି ଭଲରେ କଟିବ ।
ମିଥୁନ : ମାନସିକ ଅଶାନ୍ତି ଭୋଗ କରିବେ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।
କର୍କଟ : ବିଦେଶ ଯାତ୍ରା ଯୋଗ ରହିଛି । ଗୃହରେ ଶାନ୍ତି ଦେଖାଦେବ । ବନ୍ଧୁମିଳନ ଯୋଗ ରହିଛି ।
ସିଂହ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଅହଂକାର ତ୍ୟାଗ କରନ୍ତୁ ।
କନ୍ୟା : ମନକୁ ଆୟତ୍ତରେ ରଖନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।
ତୁଳା : ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ବଢ଼ିବ । ଗୁରୁଜନଙ୍କ ସହଯୋଗ ମିିଳିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ ।
ବିଛା : ବନ୍ଧୁ ମିଳନ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।
ଧନୁ : ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।
ମକର : ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ପିତାଙ୍କ ଶରୀର ଅସୁସ୍ଥ ରହିପାରେ ।
କୁମ୍ଭ :ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । କୌଣସି ଧର୍ମକାର୍ଯ୍ୟରେ ଯୋଗଦେଇ ପାରନ୍ତି । କୋର୍ଟ କଚେରୀ ମାମଲାଠାରୁ ଦୂରେଇ ରହନ୍ତୁ ।
ମୀନ : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପରିଶ୍ରମ ଅନୁସାରେ ଫଳ କମ୍ ପାଇବେ । ଖର୍ଚ୍ଚ ବୃଦ୍ଧି ହେବ ।