ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ବିଦ୍ୟାର୍ଥୀ ସଫଳତା ପାଇବେ । ମାନସମ୍ମାନ ପ୍ରାପ୍ତି ହେବ । ପରିବାର ସହ ମନ ମିଳାଇ ଚଳନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।

brushaବୃଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଧର୍ମକାର୍ଯ୍ୟରେ ଯୋଗ ଦେଇପାରନ୍ତି । ଗୁରୁଜନଙ୍କୁ ସମ୍ମାନ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

mithunaମିଥୁନ : ସୁସ୍ୱାଦୁ ଭୋଜନ ଲାଭ ହେବ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ। ମନକୁ ଆୟତ୍ତରେ ରଖନ୍ତୁ ।

karkataକର୍କଟ : ଧନ ଲାଭ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ବନ୍ଧୁ ମିଳନ ଯୋଗ ରହିଛି।

singhaସିଂହ : ପାରିବାରିକ ସମସ୍ୟା ଦେଖାଦେବ । ଗୁରୁଜନଙ୍କୁ ଆଦର କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଆଜି ଦିନଟି ଭଲରେ କଟିବ ।

kanyaକନ୍ୟା : ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ ।

tulaaତୁଳା : ପାରିବାରିକ ସହଯୋଗ ମିଳିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

bichhaବିଛା : ମନକୁ ଆୟତ୍ତରେ ରଖନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ ।

dhanuଧନୁ : ପରିବାରରେ ମନ ମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ସଫଳତା ପାଇବେ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

makaraମକର : କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

kumbhaକୁମ୍ଭ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ପାଇବେ । ସନ୍ତାନକୁ ନେଇ ଆନ୍ଦିତ ହେବେ ।

minaମୀନ : ଆଜି ଖର୍ଚ୍ଚ ବଢ଼ିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।