ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । କାହାସହ ଯୁକ୍ତିିତର୍କ କରନ୍ତୁ ନାହିଁ ।
ବୃଷ : ପିତାଙ୍କ ଶରୀର ଅସୁସ୍ଥ ରହିପାରେ । ଭ୍ରମଣ ଯୋଗ ରହିଛି । ପରିବାରର ସହଯୋଗ ପାଇବେ ।
ମିଥୁନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନଲାଭ ଯୋଗ ରହିଛି । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।
କର୍କଟ : ବିଦ୍ୟାର୍ଥୀ ସଫଳତା ପାଇବେ । ମାନ ସମ୍ମାନ ପ୍ରାପ୍ତି ଅଛି । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।
ସିଂହ : ଧର୍ମକାର୍ୟ୍ୟରେ ଯୋଗ ଦେବେ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ ।
କନ୍ୟା : ଆୟବୃଦ୍ଧି ହେବ । ବେପାର ବାଣିଜ୍ୟରେ ସଫଳତା ପାଇବେ । ସନ୍ତାନକୁ ନେଇ ଚିନ୍ତାବୃଦ୍ଧି ହେବ ।
ତୁଳା : କର୍ମକ୍ଷେତ୍ରରେ ସଫଳତା ପାଇବେ । ପିତାଙ୍କ ସହଯୋଗ ମିଳିବ । ପରିବାରରେ ମନ ମିଳାଇ ଚଳନ୍ତୁ ।
ବିଛା : ପାରିବାରିକ ସମସ୍ୟା ଦେଖାଦେବ । ମାନସିକ ଶାନ୍ତି ବଜାୟ ରଖନ୍ତୁ । ଧନଲାଭ ଯୋଗ ରହିଛି ।
ଧନୁ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ଗୃହରେ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ମକର : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ ।
କୁମ୍ଭ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚବୃଦ୍ଧି ହେବ ।
ମୀନ : ଆୟରେ ମଧ୍ୟମ ଫଳ ମିଳିବ । ଦୂରସ୍ଥାନକୁ ଯାତ୍ରା କରିବେ । ମନରୁ ଅହଂଭାବ ଦୂର କରନ୍ତୁ ।