ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଗୁରୁଜନଙ୍କ ସମ୍ମାନ କରନ୍ତୁ । ଧନ ପ୍ରାପ୍ତି ଯୋଗ ରହିଛି । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ବୃଷ : କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ମିଥୁନ : ଅହଂକାର ତ୍ୟାଗ କରନ୍ତୁ । ପରିବାରରେ ମନମିଳାଇ ଚଳନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।
କର୍କଟ : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ପିତାଙ୍କ ସହଯୋଗ ମିଳିବ । ଶରୀର ଅସୁସ୍ଥ ରହିବ ।
ସିଂହ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଶରୀର ଅସୁସ୍ଥ ରହିପାରେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହନ୍ତୁ । ମାନସିକ ଶାନ୍ତି ରଖନ୍ତୁ ।
କନ୍ୟା : ଧନଲାଭ ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।
ତୁଳା : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିଶ୍ରମ ଅନୁସାର ଫଳ କମ୍ ପାଇବେ । ସ୍ଥିରମନ ହୋଇ କାର୍ୟ୍ୟ କରନ୍ତୁ । ବିଦେଶ ଯାତ୍ରା ଯୋଗ ରହିଛି ।
ବିଛା : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପିତାଙ୍କ ସହଯୋଗ ପାଇବେ । ସୁସ୍ୱାଦୁ ଭୋଜନ କରିବେ ।
ଧନୁ : ସନ୍ତାନକୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହେବେ । ଆୟ ବୃଦ୍ଧି ହେବ । ପରିବାରର ସହଯୋଗ ପାଇବେ ।
ମକର : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଧର୍ମକାର୍ୟ୍ୟରେ ଯୋଗ ଦେବେ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।
କୁମ୍ଭ : ସୁସ୍ୱାଦୁ ଭୋଜନ କରିବେ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ ।
ମୀନ : ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ମାନସିକ ଅଶାନ୍ତି ଦେଖା ଦେବ । ଶରୀର ଅସୁସ୍ଥ ରହିବ ।