ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ମାତାଙ୍କ ସହଯୋଗ ପାଇବେ । ବନ୍ଧୁମିଳନ ହେବ ।

brushaବୃଷ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଭ୍ରମଣ ଯୋଗ ରହିଛି ।

mithunaମିଥୁନ : ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ମାନସିକ ଅଶାନ୍ତି ଦେଖା ଦେବ । ଶରୀର ଅସୁସ୍ଥ ରହିବ ।

karkataକର୍କଟ : ସୁସ୍ୱାଦୁ ଭୋଜନ କରିବେ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ ।

singhaସିଂହ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଧର୍ମକାର୍ଯ୍ୟରେ ଯୋଗ ଦେବେ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

kanyaକନ୍ୟା : ସନ୍ତାନକୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହେବେ । ଆୟ ବୃଦ୍ଧି ହେବ । ପରିବାରର ସହଯୋଗ ପାଇବେ ।

tulaaତୁଳା : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପିତାଙ୍କ ସହଯୋଗ ପାଇବେ । ସୁସ୍ୱାଦୁ ଭୋଜନ କରିବେ ।

bichhaବିଛା : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିଶ୍ରମ ଅନୁସାର ଫଳ କମ୍‌ ପାଇବେ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ । ବିଦେଶ ଯାତ୍ରା ଯୋଗ ରହିଛି ।

dhanuଧନୁ : ଧନଲାଭ ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

makaraମକର : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଶରୀର ଅସୁସ୍ଥ ରହିପାରେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହନ୍ତୁ । ମାନସିକ ଶାନ୍ତି ରଖନ୍ତୁ ।

kumbhaକୁମ୍ଭ : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ପିତାଙ୍କ ସହଯୋଗ ମିଳିବ । ଶରୀର ଅସୁସ୍ଥ ରହିବ ।

minaମୀନ : ପାରିବାରିକ ସମସ୍ୟା ଦେଖାଦେବ । ଅହଂଭାବ ତ୍ୟାଗ କରନ୍ତୁ । ବେପାର ବାଣିଜ୍ୟରେ ସଫଳତା ପାଇବେ ।