କେମିତି କଟିବ ଆଜିର ଦିନ

mesha

ମେଷ : କର୍ମକ୍ଷେତ୍ରରେ ଉନ୍ନତି ହେବ । ପିତାଙ୍କ ସହଯୋଗ ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

brushaବୃଷ : ମନକୁ ଆୟତ୍ତରେ ରଖନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରିବାରରେ ଅଶାନ୍ତି ଦେଖାଦେବ ।

mithunaମିଥୁନ : ଧନଲାଭ ହେବ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଅହଂଭାବ ଦୂର କରନ୍ତୁ ।

karkataକର୍କଟ : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ । ପରିବାରରେ ମନ ମିଳାଇ ଚଳନ୍ତୁ ।

singhaସିଂହ : ଆୟ ମଧ୍ୟମ ରହିବ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ ।

kanyaକନ୍ୟା : ଗୁରୁଜନଙ୍କ ସମ୍ମାନ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ । ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ଦେଖାଦେବ ।

tulaaତୁଳା : ପରିବାରରେ ମନ ମିଳାଇ ଚଳନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

bichhaବିଛା : ଧନଲାଭ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

dhanuଧନୁ : ସୁସ୍ୱାଦୁ ଭୋଜନ କରିବେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବେପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ।

makaraମକର : ସ୍ୱାସ୍ଥ୍ୟ ଉତ୍ତମ ରହିବ । ଶତ୍ରୁ ବୃଦ୍ଧି ହୋଇ ପାରନ୍ତି । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

kumbhaକୁମ୍ଭ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ପେଟଜନିତ ରୋଗରେ ପୀଡ଼ିତ ରହିବେ ।

minaମୀନ : ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ଭ୍ରମଣ ଯୋଗ ରହିଛି । ପରିବାରର ସହଯୋଗ ପାଇବେ ।