ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ପାରିବାରିକ ସମସ୍ୟା ଦୂର ହେବ । ବିଦେଶ ଯାତ୍ରା କରନ୍ତୁ ନାହିଁ । ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ।

brushaବୃଷ : ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ତର୍କବିତର୍କ କରନ୍ତୁ ନାହିଁ । ଗୁରୁଜନଙ୍କୁ ସମ୍ମାନ ଓ ଆଦର କରନ୍ତୁ ।

mithunaମିଥୁନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ବନ୍ଧୁ ମିଳନ ଯୋଗ ରହିଛି ।

karkataକର୍କଟ : ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ଦୁରେଇ ରହନ୍ତୁ ।

singhaସିଂହ : ସୁସ୍ୱାଦୁ ଭୋଜନ କରିବେ । ଖର୍ଚ୍ଚ ବଢ଼ିବା ସହ ଶତ୍ରୁ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

kanyaକନ୍ୟା : ଗାଡି ଚଳାଇବା ସମୟରେ ସାବଧାନ ରହିବା ଆବଶ୍ୟକ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ବନ୍ଧୁ ମିଳନ ଯୋଗ ରହିଛି ।

tulaaତୁଳା : ଅହଙ୍କାର ତ୍ୟାଗ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।

bichhaବିଛା : ସ୍ଥିରମନରେ କାର୍ଯ୍ୟ କରନ୍ତୁ । ବିଦେଶ ଯାତତ୍ରା ସଫଳ ହେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

dhanuଧନୁ : କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ଗୁରୁଜନଙ୍କ ଆଦର କରନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।

makaraମକର : ମାନସିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।

kumbhaକୁମ୍ଭ : କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ମାନସିକ ଶାନ୍ତି ଭୋଗ କରିବେ । ପାରିବାରିକ ସମସ୍ୟା ଦୂର ହେବ ।

minaମୀନ : ଶତ୍ରୁ ବୃଦ୍ଧି ହେବ । ଧର୍ମକାର୍ଯ୍ୟରେ ଯୋଗ ଦେବେ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗୁରୁଜନଙ୍କ ସହଯୋଗ ମିଳିବ ।