ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଏକ ପ୍ରକାର ଭଲରେ ବିତିବ। ସ୍ତ୍ରୀଙ୍କ ସ୍ବାସ୍ଥ୍ଯାକୁ ନେଇ ଚିନ୍ତିତ ରହିପାରନ୍ତି।
https://www.youtube.com/watch?v=Nmkb7YDLv_U
ବୃଷ : ଆଜି ଦିନଟି ବହୁତ ଭଳ ବିତିବ। ପିତାଙ୍କ ସ୍ବାସ୍ଥ୍ଯା ନେଇ ଚିନ୍ତିତ ରହିବ। ସମସ୍ତ କାର୍ଯ୍ଯରେ ସଫଳ ହେଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇପାରନ୍ତି।
https://www.youtube.com/watch?v=ct7eefINVBA
ମିଥୁନ :ଶରୀରିକ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦିନଟି ଏତେତା ଭଲ ନାହିଁ।
https://www.youtube.com/watch?v=K_lB6G70Lic
କର୍କଟ : ଦିନଟି ଭଲ ବିତିବ। ପ୍ରଶଂସିତ ହୋଇପାରନ୍ତି। କୌଣସି କଥାରେ ଟିକେ ରାଗିପାରନ୍ତି।
https://www.youtube.com/watch?v=qAdnHvjgNhQ
ସିଂହ : ଶୁଭ ଫଳ ପାଇବେ। ବନ୍ଧୁ ମିଳିନ ହେବା ସହ ଅନେକ କ୍ଷେତ୍ରରେ ସୁଯୋଗ ମିଳିବ। ରାଜକୀୟ ଭାବେ ଦିନଟି ବିତିବ।
https://www.youtube.com/watch?v=BLUVefmVFCw
କନ୍ୟା : ଶୁଫଳ ମିଳିବ। ମନ ଚଞ୍ଚଳ ରହିବ। ଅଯଥା କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଶୀଘ୍ର କାମରେ ଭୁଲ କରିପାରନ୍ତି ।
https://www.youtube.com/watch?v=hPpXwCJH2sc
ତୁଳା : ଦିନଟି ମୋଟ ଉପରେ ଭଲରେ ବିତିବ। ସ୍ବାସ୍ଥ୍ଯଗତ ସମସ୍ଯା ଦେଖାଦେଇପାରେ।
https://www.youtube.com/watch?v=cP7yKLnnCy0
ବିଛା : ବ୍ଯୟର ମାତ୍ରା ବଢ଼ିପାରେ। ଖୁସିରେ ବିତିବ। ମନ ପ୍ରସନ୍ନ ରହିବ।
https://www.youtube.com/watch?v=i9qL-9hh6H4
ଧନୁ : ଦିନଟି ମଧ୍ୟମ ଧରଣର ବିତିବ। କିଛି ଯାତ୍ରା କରିବାକୁ ପଡ଼ିପାରେ। ଲାଭବାନ ହୋଇପାରନ୍ତି।
https://www.youtube.com/watch?v=sC2I5nDGeYA
ମକର : ଶୁଭଫଳ ପ୍ରାପ୍ତି ହେବ । ଶରୀରିକ ପୀଡ଼ା ଅନୁଭବ କରିବେ। ଯାନବାହାନ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
https://www.youtube.com/watch?v=U4dziehCxlA
କୁମ୍ଭ : ଦିନଟି ବହୁତ ଭଲରେ ବିତିବ। ଇଛା ନଥାଇ ଦାନ କରିପାରନ୍ତି। ଶରୀରରେ କିଛିଟା ଯନ୍ତ୍ରଣା ଅନୁଭବ କରିପାରନ୍ତି।
https://www.youtube.com/watch?v=hG-Q68UZA7M
ମୀନ : ଦିନଟି ଭଲରେ ବିତିବ। ମନ ଖୁସି ଏବଂ ଚଞ୍ଚଳ ରହିବ। ଗୁରୁମାନଙ୍କ ନିକଟରୁ ଆର୍ଶୀବାଦ ମିଳିବ।
https://www.youtube.com/watch?v=DzruCEj3T6E