ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : କର୍ମକ୍ଷେତ୍ରରେ ଉନ୍ନତି ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।
ବୃଷ : ପରିବାରର ସହଯୋଗ ପାଇବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅହଂଭାବ ତ୍ୟାଗ କରନ୍ତୁ ।
ମିଥୁନ : କୋର୍ଟକଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଶରୀର ଅସୁସ୍ଥ ରହିପାରେ ।
କର୍କଟ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ବନ୍ଧୁମିଳନ ହେବ ।
ସିଂହ : ମାନ ସମ୍ମାନ ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କରିବେ । ଶତ୍ରୁ ବୃଦ୍ଧି ହେବ ।
କନ୍ୟା : ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ଆୟ ଉତ୍ତମ ରହିବ ।
ତୁଳା : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଧର୍ମ କାର୍ୟ୍ୟରେ ଯୋଗ ଦେବେ ।
ବିଛା : ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ପରାକ୍ରମ କ୍ଷେତ୍ରରେ ଅସଫଳ ହେବେ ।
ଧନୁ : ଧନଲାଭ ହେବ । ବେପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ଛୋଟଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।
ମକର : ସୁସ୍ୱାଦୁ ଭୋଜନ କରିବେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ବନ୍ଧୁ ମିଳନ ହେବ ।
କୁମ୍ଭ : କର୍ତ୍ତବ୍ୟ ପରାୟଣ ହୋଇ କାର୍ୟ୍ୟ କରନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ ।
ମୀନ : ଖର୍ଚ୍ଚ ବଢ଼ିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।