କେମିତି କଟିବ ଆଜିର ଦିନ

ମେଷ : ମାନ ସମ୍ମାନ ପ୍ରାପ୍ତିି ହେବ । ପାରିବାରିକ ସମସ୍ୟା ଦୂର ହେବ । ଆୟ ମଧ୍ୟମ ରହିବ ।
ବୃଷ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରରେ ମନ ମିଳାଇ ଚଳନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ : ସୁସ୍ୱାଦୁ ଭୋଜନ କରିବେ । ଭ୍ରମଣ ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।
କର୍କଟ : ଧନଲାଭ ହେବ । ଶରୀର ଅସୁସ୍ଥ ରହିପାରେ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
ସିଂହ : ସୁସ୍ୱାଦୁ ଭୋଜନ କରିବେ । ପାରିବାରିକ ସମସ୍ୟା ଦେଖାଦେବ । ମନକୁ ଆୟତ୍ତରେ ରଖନ୍ତୁ ।
କନ୍ୟା : ଶତ୍ରୁ ବୃଦ୍ଧି ହେବେ । କୌଣସି ଧର୍ମ କାର୍ୟ୍ୟରେ ଯୋଗ ଦେବେ । ଛୋଟ ଛୋଟ କଥାରେ ବ୍ୟତି ବ୍ୟସ୍ତତା ଦେଖାଦେବ ।
ତୁଳା : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ଆୟ ଉତ୍ତମ ରହିବ ।
ବିଛା : ଭାବିଚିନ୍ତି ଧନ ନିବେଶ କରନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।
ଧନୁ : ପରିବାରରେ ମନ ମିଳାଇ ଚଳନ୍ତୁ । ଦୂରସ୍ଥାନକୁ ଯାତ୍ରା କରିବେ । ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ ।
ମକର : କୁଟୁମ୍ବରେ ଆନନ୍ଦ ଦେଖାଦେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।
କୁମ୍ଭ : ଆୟ ଉତ୍ତମ ରହିବ । ବନ୍ଧୁ ମିଳନ ହେବ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।
ମୀନ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଖର୍ଚ୍ଚ ବୃଦ୍ଧି ହେବ ।