କେମିତି କଟିବ ଆଜିର ଦିନ

mesha

ମେଷ : କର୍ମକ୍ଷେତ୍ରରେ ସଫଳତା ସହ ମାନସମ୍ମାନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ଅଶାନ୍ତି ଦେଖାଦେବ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।

brushaବୃଷ : ସ୍ୱାସ୍ଥ୍ୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

mithunaମିଥୁନ : କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । ଅହଂକାର ତ୍ୟାଗ କରିବା ସହ ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ପରିବାରରେ ଶାନ୍ତି ମିଳିବ ।

karkataକର୍କଟ : ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

singhaସିଂହ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଅହଂଭାବ ଦୂର କଲେ ସଫଳତା ପାଇବେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯୁକ୍ତିତର୍କ ଠାରୁ ଦୂରରେ ରହନ୍ତୁ ।

tulaaତୁଳା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦିନଟି ଭଲରେ କଟିବ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

bichhaବିଛା : ଅହଂ ଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

dhanuଧନୁ : ଆୟ ମଧ୍ୟମ ରହିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଶତ୍ରୁ ବୃଦ୍ଧି ହୋଇପାରନ୍ତି ।

makaraମକର : ପରିବାରରେ ମନ ମିଳାଇ ଚଳନ୍ତୁ । ମାତାଙ୍କ ସହଯୋଗ ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

kumbhaକୁମ୍ଭ : ବିଦେଶ ଯାତ୍ରା ସଫଳ ହେବ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଅହଙ୍କାର ତ୍ୟାଗ କରନ୍ତୁ ।

minaମୀନ : ପାରିବାରିକ ସମସ୍ୟା ଦେଖାଦେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବନ୍ଧୁ ମିଳନ ଯୋଗ ରହିଛି।