ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଶରୀର ଅସୁସ୍ଥ ରହିବ । ପାରିବାରିକ ସମସ୍ୟା ଦେଖାଦେବ ।
ବୃଷ : ଧର୍ମ କାର୍ୟ୍ୟରେ ଯୋଗ ଦେବେ । ସନ୍ଦେହ ଭାବ ଦୂର କରନ୍ତୁ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ ।
ମିଥୁନ : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ସୁସ୍ୱାଦୁ ଭୋଜନ କରିବେ ।
କର୍କଟ : ବେପାର ବାଣିଜ୍ୟରେ ସଫଳତା ପାଇବେ । ମାତାଙ୍କ ଶରୀର ଅସୁସ୍ଥ ରହିପାରେ । ବନ୍ଧୁ ମିଳନ ଯୋଗ ରହିଛି ।
ସିଂହ : ପରିବାରରେ ଅଶାନ୍ତି ଦେଖାଦେବ । ମାନ ସମ୍ମାନ ପ୍ରାପ୍ତି ହେବ । ମାନସିକ ଅଶାନ୍ତି ଭୋଗ କରିବେ ।
କନ୍ୟା : ଭାବିଚିନ୍ତ ଧନ ନିବେଶ କରନ୍ତୁ । କର୍ତ୍ତବ୍ୟ ପରାୟଣ ହୋଇ ପ୍ରତ୍ୟେକ କାର୍ୟ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ତୁଳା : ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ଗୁରୁଜନଙ୍କ ସମ୍ମାନ କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି କରିବେ ।
ବିଛା : ପରିବାରରେ ମନ ମିଳାଇ ଚଳନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । କ୍ରୋଧ ଆୟତ୍ତରେ ରଖନ୍ତୁ ।
ଧନୁ : ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ମକର :ସୁସ୍ୱାଦୁ ଭୋଜନ ଲାଭ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।
କୁମ୍ଭ : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।
ମୀନ : ଆଜି ଖର୍ଚ୍ଚ ବଢ଼ିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।