ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ବିଦ୍ୟାର୍ଥୀ ସଫଳତା ପାଇବେ । ପୁଞ୍ଜିି ନିବେଶରେ ଲାଭବାନ ହେବେ । ଆୟ ଉତ୍ତମ ରହିବ ।
ବୃଷ : ମାନ ସମ୍ମାନ ପ୍ରାପ୍ତି ହେବ । କର୍ମବେପାର ବାଣିଜ୍ୟରେ ସଫଳତା ପାଇବେ । ସୁସ୍ୱାଦୁ ଭୋଜନ କରିବେ ।
ମିଥୁନ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ ।
କର୍କଟ : ପରିବାରିକ ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
ସିଂହ : ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଶତ୍ରୁ ବୃଦ୍ଧି ହେବେ । ପାରିବାରିକ ସମସ୍ୟା ଦେଖାଦେବ ।
କନ୍ୟା : ଆୟ ମଧ୍ୟମ ରହିବ । ପରିବାରର ସହଯୋଗ ପାଇବେ । ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି ।
ତୁଳା : କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମାତାଙ୍କ ସମ୍ମାନ କରନ୍ତୁ ।
ବିଛା : ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ବାଣୀ ନିୟନ୍ତ୍ରଣ ରଖିବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।
ଧନୁ : ଧନଲାଭ ଯୋଗ ରହିଛି । ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ପରିବାରରେ ମନ ମିଳାଇ ଚଳନ୍ତୁ ।
ମକର : କର୍ମକ୍ଷେତ୍ରରେ ସଜାଗ ରହିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କୋର୍ଟ କଚେରୀ ମାମଲାରୁ ଦୂରେଇ ରହନ୍ତୁ ।
କୁମ୍ଭ : ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ । କର୍ମକ୍ଷେତ୍ରରେ ସଫଳତା ପାଇବେ ।
ମୀନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ମନମିଳାଇ ଚଳନ୍ତୁ ।