ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ତର୍କବିତର୍କ କରନ୍ତୁ ନାହିଁ । ଗୁରୁଜନଙ୍କୁ ସମ୍ମାନ ଓ ଆଦର କରନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।
ବୃଷ :ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ଶରୀର ଅସୁସ୍ଥ ରହିବ । ବିଦ୍ୟାର୍ଥୀ ସଫଳତା ପାଇବେ ।
ମିଥୁନ : ସୁସ୍ୱାଦୁ ଭୋଜନ କରିବେ । ଖର୍ଚ୍ଚ ବଢ଼ିବା ସହ ଶତ୍ରୁ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ଅଶାନ୍ତି ଦେଖା ଦେଇପାରେ ।
କର୍କଟ : କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।
ସିଂହ : ପାରିବାରିକ ସମସ୍ୟା ଦୂର ହେବ । ମାନସିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।
କନ୍ୟା : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ପରିବାରରେ ମନ ମିଳାଇ ଚଳନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ତୁଳା : ଦୂରଯାତ୍ରା ଯୋଗ ରହିଛି । ଭାବିଚିନ୍ତି ଧନ ନିବେଶ କରନ୍ତୁ । ମାନସିକ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ ।
ବିଛା : କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଅହଂକାର ତ୍ୟାଗ କରନ୍ତୁ ।
ଧନୁ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ସ୍ୱାସ୍ଥ୍ୟହାନି ହୋଇପାରେ ।
ମକର : ବିଦେଶ ଯାତ୍ରା ସଫଳ ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ମନକୁ ଆୟତ୍ତରେ ରଖନ୍ତୁ ।
କୁମ୍ଭ : ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ । ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।
ମୀନ : ବିଦ୍ୟାର୍ଥୀ ସଫଳତା ପାଇବେ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖାଦେବ । ମାନସମ୍ମାନ ପ୍ରାପ୍ତି ହେବ ।