ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଦିନଟି ଉଷ୍ଣ ବାତାବରଣରେ କଟିବ। ନିଜକୁ ନିୟନ୍ତ୍ରଣରେ ରଖନ୍ତୁ, ଅନ୍ୟଥା ପରିବାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
https://www.youtube.com/watch?v=aGZwd9_Gg8A
ବୃଷ : ମନ ଆନନ୍ଦ ଉଲ୍ଲସିତ ରହିବ। ସରକାରୀ ସ୍ତରରୁ ସାହାଯ୍ୟ ସହଯୋଗ ପାଇପାରନ୍ତି। ସନ୍ତାନ ପ୍ରାପ୍ତିର ଖବର ପାଇପାରନ୍ତି।
https://www.youtube.com/watch?v=EwmuseEZ3lY
ମିଥୁନ : ସନ୍ତାନ ସନ୍ତତି ମାନଙ୍କର କୃତିକୁ ନେଇ ଗର୍ବ ଅନୁଭବ କରିପାରନ୍ତି। ପରିକ୍ଷାର୍ଥୀଙ୍କ ଫଳାଫଳକୁ ନେଇ ଖୁସି ହୋଇପାରନ୍ତି। ବ୍ୟବସାୟରେ ଲାଭ ମିଳିବ।
https://www.youtube.com/watch?v=7V0sZpEj6zQ
କର୍କଟ : ବକେୟା ଅର୍ଥ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆନନ୍ଦ ଉଲ୍ଲାସରେ ଦିନଟି ଅତିବାହିତ ହେବ। ଗୃହିଣୀ ମାନେ ପ୍ରଶଂସିତ ହେବେ।
https://www.youtube.com/watch?v=ztyxpKBugiw
ସିଂହ : ଦିନଟି ଅତ୍ୟନ୍ତ ଶୁଭ ରହିଛି। ଗୁରୁଜନ ମାନଙ୍କ ପାଖରୁ ଆର୍ଶୀବାଦ ପାଇପାରନ୍ତି। ସରକାରୀ ସ୍ତରରୁ ସାହାଯ୍ୟ ପାଇପାରନ୍ତି।
https://www.youtube.com/watch?v=sYPAYFmq-c8
କନ୍ୟା : ସରକାରୀ ସ୍ତରରୁ ଉତ୍ସାହ କିମ୍ବା ପ୍ରେରଣା ପାଇ ପାରନ୍ତି। ପିଲାଙ୍କୁ ନେଇ ଗର୍ବ ଅନୁଭବ କରିପାରନ୍ତି। ବିଦେଶରେ ଥିବା ବ୍ୟକ୍ତିଙ୍କ ପାଖରୁ ଶୁଭ ଖବର ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ।
https://www.youtube.com/watch?v=RDIXGzJMECY
ତୁଳା : ଗମନାଗମନାରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟୁତ ବିଭାଗରେ କାମ କରୁଥିବା ବ୍ୟକ୍ତି ସତର୍କତାରେ ରୁହନ୍ତୁ।
https://www.youtube.com/watch?v=8raFvBSux0s
ବିଛା : ଦିନଟି ବହୁତ ଭଲରେ ବିତିବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିଛି। ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହୋଇପାରେ।
https://www.youtube.com/watch?v=Yn0S58O7T7E
ଧନୁ : ମାନସିକ,ଉଦବେଗ ସ୍ତିତିରେ ରହିପାରନ୍ତି। ବନ୍ଧୁ ମିଳନ ହେବାର ସମ୍ଭାବନା ରହିଛି।
https://www.youtube.com/watch?v=KMmNCW1cHOA
ମକର : ଦିନଟି ଭଲରେ ବିତିବ। ଅଭିନୟ ଦୁନିଆରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଖୁବ୍ ଭଲ ରହିଛି। ସରକାରୀ ସମସ୍ୟା ସମାଧାନ ହେବ।
https://www.youtube.com/watch?v=nuJfy9pORL4
କୁମ୍ଭ : ପାରିବାରିକ ସୁଖ ରହିଛି। ମାଙ୍କର ଆଶୀର୍ବାଦ ପାଇପାରନ୍ତି। ଜମିଜମା ପରିସ୍ଥିତି ସୁଧୁରିଯିବ।
https://www.youtube.com/watch?v=TwddYJXSIeo
ମୀନ : ରାଜ ସମ୍ମାନ ଯୋଗ ରହିଛି। ପଡୋଶୀ ମାନଙ୍କ ସହିତ ସୁସମ୍ପର୍କ ହୋଇପାରେ।
https://www.youtube.com/watch?v=r9a725sI8I0