ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ସୁସ୍ୱାଦୁ ଭୋଜନ କରିବେ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।
ବୃଷ : ସନ୍ତାନକୁ ନେଇ ଚିନ୍ତା ଦେଖାଦେବ । ଶରୀର ଅସୁସ୍ଥ ରହିପାରେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।
ମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଆୟ ଉତ୍ତମ ରହିବ । ଅହଂକାର ତ୍ୟାଗ କରନ୍ତୁ ।
କର୍କଟ : ପରିବାରରେ ମନ ମିଳାଇ ଚଳନ୍ତୁ । ଶତ୍ରୁ ବୃଦ୍ଧି ହେବ । ବେପାର ବାଣିଜ୍ୟରେ ସଫଳତା ପାଇବେ ।
ସିଂହ : କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପରିବାରର ସହଯୋଗ ପାଇବେ ।
କନ୍ୟା : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ତୁଳା : ଅହଂଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ହଠାତ୍ କ୍ରେଧାନ୍ଵିତ ହୁଅନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।
ବିଛା : ବିଦ୍ୟାର୍ଥୀ ସଫଳତା ପାଇବେ । ଆୟ ମଧ୍ୟମ ରହିବ । ଧର୍ମ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେଇପାରେ ।
ଧନୁ : ପିତାଙ୍କ ଶରୀର ଅସୁସ୍ଥ ରହିପାରେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ଗାଡି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ ।
ମକର : ପରିବାରିକ ସମସ୍ୟା ଦୂର ହେବ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।
କୁମ୍ଭ : ମାନ ସମ୍ମାନ ପ୍ରାପ୍ତି ହେବ । ପାରିବାରିକ ସହଯୋଗ ପାଇବେ । ବନ୍ଧୁ ମିଳନ ଯୋଗ ରହିଛି । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।
ମୀନ : ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କୋର୍ଟକଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।