ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ମାନସିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।
ବୃଷ : ପାରିବାରିକ ସମସ୍ୟା ଦେଖା ଦେଇପାରେ । ଧର୍ମକାର୍ୟ୍ୟରେ ଯୋଗ ଦେବେ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
ମିଥୁନ : କର୍ତ୍ତବ୍ୟ ପରାୟଣ ହୋଇ କାର୍ୟ୍ୟ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।
କର୍କଟ : ସ୍ଥିରମନରେ କାର୍ୟ୍ୟ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।
ସିଂହ : ପାରିବାରିକ ସମସ୍ୟା ଦୂର ହେବ । ବିଦେଶ ଯାତ୍ରା କରନ୍ତୁ ନାହିଁ । ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ।
କନ୍ୟା : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ବନ୍ଧୁ ମିଳନ ଯୋଗ ରହିଛି ।
ତୁଳା : ଶତ୍ରୁ ବୃଦ୍ଧି ହେବ । ଧର୍ମକାର୍ୟ୍ୟରେ ଯୋଗ ଦେବେ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗୁରୁଜନଙ୍କ ସହଯୋଗ ମିଳିବ ।
ବିଛା : ଗାଡି ଚଳାଇବା ସମୟରେ ସାବଧାନ ରହିବା ଆବଶ୍ୟକ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ବନ୍ଧୁ ମିଳନ ଯୋଗ ରହିଛି ।
ଧନୁ : ସୁସ୍ୱାଦୁ ଭୋଜନ କରିବେ । ଖର୍ଚ୍ଚ ବଢ଼ିବା ସହ ଶତ୍ରୁ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମକର : ଗୁରୁଜନଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ମାନସିକ ଶାନ୍ତି ପାଇବେ ।
କୁମ୍ଭ : ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ତର୍କବିତର୍କ କରନ୍ତୁ ନାହିଁ । ଗୁରୁଜନଙ୍କୁ ସମ୍ମାନ ଓ ଆଦର କରନ୍ତୁ ।
ମୀନ : ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ଦୁରେଇ ରହନ୍ତୁ ।