ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ : କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ କିଛି ପ୍ରେରଣା ମିଳିପାରେ। ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ସବୁ କିଛି ଭଲ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଙ୍କୁ ପରିଶ୍ରମର ଉତ୍ତମ ପରିଣାମ ମିଳିବ।

brushaବୃଷ: ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ। ବେପାରରେ ପୁରୁଣା ନିବେଶ ଅର୍ଥ ଫେରିପାଇବେ। ପରିବାରରେ ଖୁସି ବୃଦ୍ଧି ହେବ।
mithunaମିଥୁନ: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଯେଉଁ କାମ ମନପ୍ରାଣ ଢାଳି କରିବେ ତହିଁରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କୁ ପ୍ରଶ˚ସା କରିବେ।
karkataକର୍କଟ: ଅଫିସରେ ଆପଣଙ୍କୁ ଅଶାନ୍ତି ଅନୁଭବ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ସମୟ ଦେବେ।

singhaସି˚ହ: ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସାକ୍ଷାତ୍‌ ହେବ।
kanyaକନ୍ୟା: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠଙ୍କ ସାହାଯ୍ୟ ନେବେ। ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ।
tulaaତୁଳା: ଧାର୍ମିକ ଭାବନାରେ ଅଧିକ ସମୟ ବିତିବ। ଚାକିରି ବୃତ୍ତିରେ କିଛି ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ।
bichhaବିଛା: ମୁଣ୍ଡରେ ନୂଆ ନୂଆ ଚିନ୍ତା ଘୂରିବୁଲିବ। ଆପଣ ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ବନ୍ଧୁ ସ˚ଖ୍ୟା ବୃଦ୍ଧି ହୋଇପାରେ।

dhanuଧନୁ: କମ୍‌ କଥା କୁହନ୍ତୁ, ଲୋକଙ୍କ ନଜରରେ ଆସିବେ। ଘରୋଇ କାମ ବିନା ବାଧାରେ ସ˚ପୂର୍ଣ୍ଣ ହେବ। କୌଣସି କାମରେ ଅନ୍ୟମାନଙ୍କର ସାହାଯ୍ୟ ମିଳିବ।
makaraମକର: ଆପଣଙ୍କୁ ଆନନ୍ଦଦାୟକ ଅନୁଭୂତି ମିଳିବ। ଖାସ୍‌ କାମରେ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।

kumbhaକୁମ୍ଭ: ଆପଣଙ୍କର ଶକ୍ତିର ସ୍ତର ଭଲ ରହିବ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ଜରୁରୀ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।
minaମୀନ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ନିଜକୁ ଠିକ୍ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟତମଙ୍କ ସହିତ ଭ୍ରମଣ ସୁଖଦ ରହିବ।