ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : କର୍ମକ୍ଷେତ୍ରରେ ଉନ୍ନତି କରିବେ । ବେପାର ବାଣିଜ୍ୟରେ ସଫଳତା ସହ ଧନ ପ୍ରାପ୍ତି ଯୋଗ ରହିଛି । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।
ବୃଷ : ପରିବାରରେ ଅଶାନ୍ତି ଦେଖାଦେବ । ସ୍ଥିର ମନରେ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।
ମିଥୁନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ପରିବାରରେ ଶାନ୍ତି ମିଳିବ ।
କର୍କଟ : ଖର୍ଚ୍ଚ ବୃଦ୍ଧି ହେବ । ସ୍ଥିର ମନରେ କାର୍ୟ୍ୟ କରନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ ।
ସିଂହ : ପରିବାରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଦୂରଯାତ୍ରା ଯୋଗ ରହିଛି ।
କନ୍ୟା : ବନ୍ଧୁ ମିଳନ ଯୋଗ ରହିଛି । କର୍ମକ୍ଷେତ୍ରରେ ସଜାଗ ରହିବା ସହ ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ଦୂରଯାତ୍ରା କରିପାରନ୍ତି ।
ତୁଳା : ମାନସିକ ଶାନ୍ତି ରଖନ୍ତୁ । ପରିବାରର ସହଯୋଗ ମିଳିବ । ଦୂରଯାତ୍ରା ଯୋଗ ରହିଛି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବିଛା : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମାନସିକ ଅଶାନ୍ତି ଭୋଗିବେ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ ।
ଧନୁ : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
ମକର : ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ ।
କୁମ୍ଭ : ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ଶାନ୍ତି ମିଳିବା ସହ ଦୂରଯାତ୍ରା ଯୋଗ ରହିଛି ।
ମୀନ : ବନ୍ଧୁମିଳନ ଯୋଗ ରହିଛି । ସ୍ଥିର ମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଗୁରୁଜନଙ୍କ ସମ୍ମାନ କରିବା ସହ ଭ୍ରମଣ ଯୋଗ ରହିଛି ।