ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ମାନ ସମ୍ମାନ ପ୍ରାପ୍ତିି ହେବ । ପାରିବାରିକ ସମସ୍ୟା ଦୂର ହେବ । ଆୟ ମଧ୍ୟମ ରହିବ ।
ବୃଷ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରରେ ମନ ମିଳାଇ ଚଳନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ : ସୁସ୍ୱାଦୁ ଭୋଜନ କରିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।
କର୍କଟ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ଶରୀର ଅସୁସ୍ଥ ରହିପାରେ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
ସିଂହ : ସୁସ୍ୱାଦୁ ଭୋଜନ କରିବେ । ପାରିବାରିକ ସମସ୍ୟା ଦେଖାଦେବ । ମନକୁ ଆୟତ୍ତରେ ରଖନ୍ତୁ ।
କନ୍ୟା : ଶତ୍ରୁ ବୃଦ୍ଧି ହେବେ । ଧର୍ମକାର୍ୟ୍ୟରେ ଯୋଗ ଦେବେ । ପାରିବାରିକ ସମସ୍ୟା ଦୂର ହେବ ।
ତୁଳା : ବିଦ୍ୟାର୍ଥୀ ସଫଳତା ପାଇବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।
ବିଛା : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।
ଧନୁ : ବିଦେଶ ଯାତ୍ରା ସଫଳ ହେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅହଙ୍କାର ତ୍ୟାଗ କରନ୍ତୁ ।
ମକର : କୁଟୁମ୍ବରେ ଆନନ୍ଦ ଦେଖାଦେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।
କୁମ୍ଭ : ଆୟ ଉତ୍ତମ ରହିବ । ବନ୍ଧୁ ମିଳନ ଯୋଗ ରହିଛି । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ ।
ମୀନ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଖର୍ଚ୍ଚ ବୃଦ୍ଧି ହେବ ।