ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ଦୁରଯାତ୍ରା କରିବେ । ଦେବ କାର‌୍ୟ୍ୟରେ ରତ ରହିବେ । ମାନ ସମ୍ମାନ ପ୍ରାପ୍ତି ହେବ । ଶରୀର ଅସୁସ୍ଥ ରହିବ ।

brushaବୃଷ : ପରିବାରର ସହଯୋଗ ପାଇବେ । ମାନ ସମ୍ମାନ ପ୍ରାପ୍ତି ହେବ । ସ୍ଥିରମନ ହୋଇ କାର‌୍ୟ୍ୟ କରନ୍ତୁ ।

mithunaମିଥୁନ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପିତାଙ୍କ ସହଯୋଗ ମିଳିବ ।

karkataକର୍କଟ : ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ଭ୍ରମଣ ଯୋଗ ରହିଛି । ପରିବାରର ସହଯୋଗ ପାଇବେ ।

singhaସିଂହ :  କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଗାନି ଚଳାଚଳ ବେଳେ ସାବଧାନ ରହନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।

kanyaକନ୍ୟା : ସନ୍ତାନକୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହେବେ । ଆୟ ବୃଦ୍ଧି ହେବ । ପରିବାରର ସହଯୋଗ ପାଇବେ ।

tulaaତୁଳା : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଭ୍ରମଣ ଯୋଗ ରହିଛି ।

bichhaବିଛା : କୁଟୁମ୍ବରେ ପୀଡ଼ା ଦେଖାଦେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

dhanuଧନୁ : ପିତାଙ୍କ ସହଯୋଗ ମିଳିବ । ଦୂରଯାତ୍ରା କରନ୍ତୁ ନାହିଁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

makaraମକର : ସ୍ଥିର ମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ । ମାନସମ୍ମାନ ପ୍ରାପ୍ତି ହେବ ।

kumbhaକୁମ୍ଭ : ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ ।

minaମୀନ : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।