ରବିବାର ରାଶିଫଳ : ପରିଶ୍ରମର ଫଳ ପାଇବେ, ଭାଗ୍ୟ ସାଥି ଦେବ
ମାନସିକ ଶାନ୍ତି ରହିବ। ପରିବାରର ସହଯୋଗ ମିଳିବ। ପରିଶ୍ରମର ଫଳ ପାଇବେ । ଭାଗ୍ୟ ସାଥି ଦେବ । ମିତ୍ରଙ୍କ ସହଯୋଗ ମିଳିପାରେ। ଧର୍ମ-କର୍ମରେ ରୁଚି ବଢ଼ିବ।

ମେଷ: ମନରେ ନକାରାତ୍ମକ ପ୍ରଭାବ ପଡ଼ିବାଠାରୁ ଦୂରେଇ ରୁହନ୍ତୁ। ଦୌଡ଼ାଦୌଡ଼ି ଅଧିକ କରିବେ। ବାପାଙ୍କ ସାନିଧ୍ୟ ମିଳିବ। ପରିବାରର ଦାୟିତ୍ୱ ବଢ଼ିପାରେ।
ସିଂହ: ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଖର୍ଚ୍ଚ ବୃଦ୍ଧି ହେବ। ବସ୍ତ୍ର ଉପରେ ଖର୍ଚ୍ଚ ବଢ଼ିପାରେ। ପରିଶ୍ରମ ଅଧିକ ରହିବ। ଅଧିକ ଦୌଡ଼ାଦୌଡ଼ି କରିବେ।
କନ୍ୟା: ମନରେ ଉତ୍ଥାନ-ପତନ ରହିବ। ପଢ଼ା ପ୍ରତି ରୁଚି ବଢ଼ିବ। ମିତ୍ରଙ୍କ ସହଯୋଗ ମିଳିବ। ସଞ୍ଚିତ ଧନରେ ବୃଦ୍ଧି ହେବ। ଆୟର ସାଧନ ସୃଷ୍ଟି ହୋଇପାରେ।
ତୁଳା: ଆତ୍ମସଂଯତ ରୁହନ୍ତୁ। ମା’ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆୟରେ ବୃଦ୍ଧି ହେବ। ବସ୍ତ୍ର ଉପହାର ମିଳିପାରେ। ପାରିବାରିକ ଜୀବନ ସୁଖମୟ।
ବିଛା: ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପାରିବାରିକ ଜୀବନ କଷ୍ଟମୟ ରହିବ।
ଧନୁ: ପରିବାର ଏବଂ ମିତ୍ରଙ୍କ ସାଥ୍ ମିଳିବ। ଲାଭର ଅବସର ମିଳିବ। ପରିଶ୍ରମ ଅଧିକ ରହିବ। ସ୍ୱଭାବରେ ଚିଡ଼ିଚିଡ଼ାପଣ ରହିବ। ଲମ୍ବା ଯାତ୍ରା ଯୋଗ ରହିଛି।
ମକର: କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ। ବ୍ୟବସାୟରେ ଲାଭ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
କୁମ୍ଭ: ମନ ଅଶାନ୍ତ ହୋଇପାରେ। କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ।
ମୀନ: କଳା, ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଖର୍ଚ୍ଚ ଅଧିକ ରହିବ। ମାନ ସମ୍ମାନ ବଢ଼ିବ। ପାରିବାରିକ ଜୀବନ କଷ୍ଟମୟ ହୋଇପାରେ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।