ଆଜିର ଭାଗ୍ୟଫଳ: ଜାଣନ୍ତୁ କେଉଁ ରାଶି ହେବେ ମାଲାମାଲ୍‌

ଘରର ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ଖର୍ଚ୍ଚ କରିବାକୁ ପଡ଼ିପାରେ। ବିଜିନେସ୍‌ ପାର୍ଟନରଙ୍କ ସହିତ ଲଞ୍ଚ୍‌ରେ ଯିବେ। ସମସ୍ତ କାର୍ଯ୍ୟ ଭଲ ହେବ। ଚାକିରିଆ ଲୋକଙ୍କୁ ଭଲ ଅଫର୍‌ ମିଳିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। କୌଣସି ଜରୁରୀ କାର୍ଯ୍ୟ ହେତୁ ଯାତ୍ରା କରିବାକୁ ପଡ଼ିପାରେ।

ମେଷ: ଘରର ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ଖର୍ଚ୍ଚ କରିବାକୁ ପଡ଼ିପାରେ। ବିଜିନେସ୍‌ ପାର୍ଟନରଙ୍କ ସହ ଲଞ୍ଚ୍‌ରେ ଯିବେ। ସମସ୍ତ କାର୍ଯ୍ୟ ଭଲ ହେବ।

ବୃଷ: ଚାକିରିଆ ଲୋକଙ୍କୁ ଭଲ ଅଫର୍‌ ମିଳିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। କୌଣସି ଜରୁରୀ କାର୍ଯ୍ୟ ହେତୁ ଯାତ୍ରା କରିବାକୁ ପଡ଼ିପାରେ।

ମିଥୁନ: ଭାଗ୍ୟ ଆପଣଙ୍କ ସହିତ ଅଛି। ପରିବାର ସହିତ ଭଲ ସମୟ ବିତାଇବେ। ଛାତ୍ରମାନଙ୍କ ପାଇଁ ଦିନଟି ଭଲ। କାର୍ଯ୍ୟ ସଫଳ ହେବ।

କର୍କଟ: ଆଜି କିଛି କାମ ସମୟ ପୂର୍ବରୁ ସମାପ୍ତ ହେବ। ଜଣେ ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିବ। ଆପଣଙ୍କ ଆର୍ଥିକ ଦିଗ ମଜଭୁତ ହେବ।

ସିଂହ: ଦିନଟି ବହୁତ ଅନୁକୂଳ ହେବାକୁ ଯାଉଛି। ଆଜି ଆପଣଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି। ମହିଳାମାନେ ବହୁତ ବ୍ୟସ୍ତ ରହିବେ।

କନ୍ୟା: ନିଜର ଭାବନା ଅନ୍ୟ ଜଣଙ୍କ ସହିତ ସେୟାର କରିବେ। ଛାତ୍ରମାନଙ୍କ ପାଇଁ ଦିନଟି ବହୁତ ଭଲ। ଶତ୍ରୁ ପକ୍ଷ ଆପଣଙ୍କଠାରୁ ଦୂରତା ରଖିବେ।

ତୁଳା: ଟିକେ ପରିଶ୍ରମରେ ବଡ଼ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଦାମ୍ପତ୍ୟ ଜୀବନର ସମସ୍ୟା ଆଜି ଦୂର ହେବ।

ବିଛା: ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ଯେଉଁ କାମ କରିବେ, ତାହା ସମୟ ପୂର୍ବରୁ ସରିବ। ସାଥୀଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ଧନୁ: ଅଫିସରେ ଅଟକି ଥିବା କାର୍ଯ୍ୟ ବରିଷ୍ଠଙ୍କ ସହାୟତାରେ ସମାପ୍ତ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ଭୌତିକ ସୁଖ ବଢ଼ିବ।

ମକର: ଅଫିସରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସହକର୍ମୀ ସାହାଯ୍ୟ କରିବେ। ସ୍ୱାସ୍ଥ୍ୟରେ ସୁଧାର ଆସିବ, ଯଦ୍ଦ୍ଵାରା ଆରାମ ଲାଗିବ।

କୁମ୍ଭ: ଦିନଟି ଖୁସିରେ ଭରିଯିବ। ଆପଣଙ୍କୁ ଧୌର୍ଯ୍ୟ ସହିତ କାମ କରିବାକୁ ପଡ଼ିବ। ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ହଠାତ୍ ଧନ ଲାଭ ହେବ।

ମୀନ: ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। ପରିବାର ସହିତ ବସି ଡିନର କରିବେ। ନିଜର ନୂତନ ଲକ୍ଷ୍ୟ ସ୍ଥିର କରି କାର୍ଯ୍ୟ ଆରମ୍ଭ କରିବେ।