ଆଜିର ରାଶିଫଳ: ସମ୍ପର୍କୀୟଙ୍କ ଘରକୁ ବୁଲି ଯିବେ, ପାରିବାରିକ ପରିବେଶ ସୁଖଦ ହେବ

ଆଜିର ଦିନ ଭଲ ରହିବ। ଆପଣ ଆକ୍ଟିଭ୍‌ ରହିବେ। ଜରୁରୀ କାର୍ଯ୍ୟକୁ ଠିକ୍ ସମୟରେ ସମାପ୍ତ କରିବେ। ସମ୍ପର୍କୀୟଙ୍କ ଘରକୁ ବୁଲି ଯିବେ। ଭାଗ୍ୟ ପୂର୍ଣ୍ଣ ସମର୍ଥନ କରିବ। କୌଣସି କାର୍ଯ୍ୟରେ ଭାଇ, ଭଉଣୀଙ୍କ ସମର୍ଥନ ରହିବ। ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।

ମେଷ: ଆଜିର ଦିନ ଭଲ ରହିବ। ଆପଣ ଆକ୍ଟିଭ୍‌ ରହିବେ। ଜରୁରୀ କାର୍ଯ୍ୟକୁ ଠିକ୍ ସମୟରେ ସମାପ୍ତ କରିବେ। ସମ୍ପର୍କୀୟଙ୍କ ଘରକୁ ବୁଲି ଯିବେ।

ବୃଷ: ଭାଗ୍ୟ ପୂର୍ଣ୍ଣ ସମର୍ଥନ କରିବ। କୌଣସି କାର୍ଯ୍ୟରେ ଭାଇ, ଭଉଣୀଙ୍କ ସମର୍ଥନ ରହିବ। ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।

ମିଥୁନ: ଯୋଜନାଗୁଡ଼ିକ ସଫଳ ହେବ। ଘନିଷ୍ଠ ଲୋକଙ୍କ ସହ ସମ୍ପର୍କରେ ସୁଧାର ହେବ। ଜୀବନସାଥୀ ସହିତ ଖୋଲାଖୋଲି କଥା ହେବେ।

କର୍କଟ: ଦିନ ଠିକ୍‌ଠାକ୍‌ ରହିବ। ସାଙ୍ଗମାନଙ୍କ ସହିତ ମତାନ୍ତର ହୋଇପାରେ। ଅଫିସରେ ଲୋକଙ୍କ ସହ କଥାବାର୍ତ୍ତାରେ ଅଧିକ ସମୟ ନଷ୍ଟ ହେବ।

ସିଂହ: ଅଧିକାଂଶ କାର୍ଯ୍ୟ ଠିକ୍ ସମୟରେ ସରିବ। ଘରୋଇ ଜିନିଷ ଉପରେ ଖର୍ଚ୍ଚ ବଢ଼ିବ। ପାରିବାରିକ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।

କନ୍ୟା: ଆଜି ହଠାତ୍‌ ଧନଲାଭ ହେବ। ଆପଣ ନିଜ ପରିବାର ସଦସ୍ୟଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯିବେ। ସାଙ୍ଗମାନେ ସାହାଯ୍ୟ କରିବେ।

ତୁଳା: ଘରୋଇ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରିବେ। ସାଥୀଙ୍କ ସହିତ ଡିନର ଯୋଜନା କରିବେ। ଆଜି କାର୍ଯ୍ୟରେ ବ୍ୟସ୍ତ ରହିବେ।

ବିଛା: ଆଜି ଭାବିଥିବା ସବୁ କାର୍ଯ୍ୟ ସମାପ୍ତ ହେବ। ହଠାତ୍ ଫାଇଦା ହେବାର ଯୋଗ ରହିଛି। କ୍ୟାରିୟରରେ କିଛି ଭଲ ପରିବର୍ତ୍ତନ ହୋଇପାରେ।

ଧନୁ: ଦିନ ଭଲରେ କଟିବ। ମନକୁ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ପରିଶ୍ରମ ଫଳ ପାଇବେ।

ମକର: ବ୍ୟବସାୟରେ ଅଟକି ଥିବା ଟଙ୍କା ଫେରିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାପାଙ୍କ ସହଯୋଗ ମିଳିବ। ସାଙ୍ଗ ସହିତ ବୁଲିବାକୁ ଯିବେ।

କୁମ୍ଭ: ଆପଣ ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ନୂଆ କାମ କରିବାକୁ ଯୋଜନା କରିବେ। ପାରିବାରିକ ସମ୍ପର୍କ ଦୃଢ଼ ହେବ।

ମୀନ: ହଠାତ୍ କୌଣସି ଶୁଭ ସମାଚାର ମିଳିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟ ଖୁସି ହେବେ। ବୈବାହିକ ଜୀବନ ସୁଖମୟ ହେବ।