ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଡିଲ୍‌ ଫାଇନାଲ୍‌ କରିବାକୁ ମଉକା ମିଳିବ। ସମାଜରେ ମାନ ସମ୍ମାନ ବଢ଼ିବ। ଚିନ୍ତିତ ରହିପାରନ୍ତି। ସ୍ୱଭାବ ଚିଡଚିଡା ରହିବ। ବେପାର ପାଇଁ ଦିନଟି ଭଲ।

ମେଷ: ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଡିଲ୍‌ ଫାଇନାଲ୍‌ କରିବାକୁ ମଉକା ମିଳିବ। ଆପଣଙ୍କୁ ମାନ ସମ୍ମାନ ମିଳିବ।

ବୃଷ: ଆପଣ ଚିନ୍ତିତ ରହିବେ। ଆପଣଙ୍କ ସ୍ୱଭାବ ଚିଡଚିଡା ରହିବ, ଯାହା ପରିବାର ଲୋକଙ୍କୁ ପସନ୍ଦ ଆସିବ ନାହିଁ। କାମ ଅଧିକ ରହିବ।

ମିଥୁନ: ବେପାର ମାମଲାରେ ଆପଣଙ୍କ ଦିନ ଭଲ ରହିବ। ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳିବ।

କର୍କଟ: ସାଙ୍ଗମାନଙ୍କ ସହିତ ମଉଜ ମସ୍ତିରେ ଦିନ କଟିବ। ବଡ଼ କାମରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତି ସହ କଥାବାର୍ତ୍ତା କରନ୍ତୁ।

ସିଂହ: ଆପଣଙ୍କ ଦିନ ଫଳଦାୟକ ରହିବ। ନିଜର ନିର୍ଣ୍ଣୟ ନେବାର କ୍ଷମତାକୁ ମଜଭୁତ ରଖନ୍ତୁ। ପରିବାରରେ ସ୍ନେହ, ପ୍ରେମ ରହିବ।

କନ୍ୟା: ପାର୍ଟନରସିପ୍‌ରେ କୌଣସି କାମ କରନ୍ତୁ ନାହିଁ। ଚାକିରି କରୁଥିବା ଲୋକଙ୍କୁ ନିଜ କାମରେ ସାବଧାନ ରହିବାକୁ ପଡ଼ିବ।

ତୁଳା: ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ି ଉଠିବ। ମାନ ସମ୍ମାନ ବୃଦ୍ଧି ହେବା ଦ୍ୱାରା ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ବିଛା: ଧନ ସମ୍ବନ୍ଧୀୟ ମାମଲାରେ ଦିନଟି ଭଲ ରହିବ। ବେପାରରେ ଅଟକିଥିବା ଧନ ମିଳିପାରେ। କୌଣସି ବାଦ ବିବାଦରେ ପଡ଼ନ୍ତୁ ନାହିଁ।

ଧନୁ: ଆଜି କୌଣସି ନୂଆ ଗାଡ଼ି କିଣିପାରନ୍ତି। ବୁଝାମଣାରେ କୌଣସି କାମ ଆରମ୍ଭ କଲେ, ତାହା ଆପଣଙ୍କ ପାଇଁ ଭଲ ହେବ।

ମକର: କୌଣସି ଆଇନ ମାମଲାରେ ସଫଳତା ହାସଲ କରି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବାଧା ଦୂର କରିବାକୁ ଚେଷ୍ଟା କରନ୍ତୁ। ଉତ୍ତମ ସମ୍ପତ୍ତି ଲାଭ କରିବେ।

କୁମ୍ଭ: ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ମିଳିବ। ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରନ୍ତୁ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।

ମୀନ: ଘରକୁ କୌଣସି ଖାସ୍‌ ଅତିଥି ଆସିବା ଦ୍ୱାରା ମନ ଖୁସି ରହିବ। ମାନ ସମ୍ମାନ ମିଳିବ। କୌଣସି ନୂଆ କାମ ଆରମ୍ଭ କରି ପାରନ୍ତି।