ରାଶିଫଳ : ଜାଣନ୍ତୁ ଏହି ରାଶିର ଲୋକେ ଆଜି ଦାମ୍ପତ୍ୟ ଜୀବନରେ ଖୁସିରେ ରହିବେ
ପୂର୍ବରୁ କରିଥିବା କାମ ଯୋଗୁ ଭଲ ପରିଣାମ ମିଳିବ । କିଛି କାମରେ ବିଳମ୍ବ ହୋଇପାରେ । ଘର କାମ ପୂରା କରିବାରେ ପରିବାର ସଦସ୍ୟ ସାହାଯ୍ୟ କରିବେ ।

ମେଷ: ନୂଆ ଲୋକଙ୍କ ସହ ଦେଖା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କିଛି ବଡ ନିଷ୍ପତ୍ତି ନେବାକୁ ପଡିପାରେ । କଳାତ୍ମକ କାର୍ଯ୍ୟରେ ରୁଚି ରହିବ । ଭବିଷ୍ୟତ ବିଷୟରେ ଭାବିବେ । କାର୍ଯ୍ୟକ୍ଷେତ୍ରରେ କାମ କରିବାର ନୂତନ ଉପାୟ ମିଳିପାରେ । ବାହାରକୁ ଯାତ୍ରା କରିପାରନ୍ତି । କୌଣସି ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି, ହେଲେ ସନ୍ଧ୍ୟା ସମୟରେ ସବୁ ଠିକ୍ ହେବାର ସମ୍ଭାବନା ରହିଛି ।
ବୃଷ: ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇପାରନ୍ତି । କୌଣସି କମ୍ପାନୀ ଠାରୁ ଚାକିରିର ଅଫର ମିଳିପାରେ । ନିଜ ଜରୁରୀ ଜିନିଷର ଧ୍ୟାନ ରଖିବା ଉଚିତ୍, ନଚେତ ହଜିପାରେ । ଘରକୁ ଅତିଥି ଆସିପାରନ୍ତି । ଆଜି ଘରକୁ ଅତିଥି ଆସିପାରନ୍ତି, ଯାହାଦ୍ୱାରା ଘରେ ଖୁସିର ପରିବେଶ ରହିବ । କୌଣସି ଅସୁବିଧା ଥିଲେ ତାହା ଦୂର ହୋଇଯିବ ।
ମିଥୁନ: ଆଜିର ଦିନଟି ଲାଭଦାୟକ ହେବ । ନୂଆ ଢଙ୍ଗରେ ରୋଜଗାର କରିବାର ଅବସର ମିଳିପାରେ। ଆପଣଙ୍କର କୌଣସି ପ୍ରିୟ ଲୋକଙ୍କ ସହ ଭେଟ ହେବ, ଯାହାଦ୍ୱାରା ଭବିଷ୍ୟତରେ ପରିବର୍ତ୍ତନ ଆସିପାରେ । କିଛି କାମ ବିଳମ୍ବରେ ପୂରା ହେବ । ଆୟ କରିବାର ଉଚିତ୍ ଅବସର ମିଳିପାରେ। ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ, ଯାହାଦ୍ୱାରା ସମ୍ପର୍କ ସୁଦୃଢ ହେବ ।
କର୍କଟ: ନିଜ ଲୋକ ଖୁସି ଖବର ଦେଇ ପାରନ୍ତି । ଆପଣ ଆଜି ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ପୂର୍ବରୁ କରିଥିବା କାମ ଯୋଗୁ ଭଲ ପରିଣାମ ମିଳିବ । କିଛି କାମରେ ବିଳମ୍ବ ହୋଇପାରେ । ଘର କାମ ପୂରା କରିବାରେ ପରିବାର ସଦସ୍ୟ ସାହାଯ୍ୟ କରିବେ । ଆପଣ ନିଜ ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ ।
ସିଂହ: କିଛି ନୂଆ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଘରେ ଖୁସି ଓ ଶାନ୍ତି ଭରି ରହିବ । କିଛି ଜରୁରୀ କାମ ପୂରା ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ । ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ ।
କନ୍ୟା: କିଛି ନୂତନ କାର୍ଯ୍ୟରୁ ବହୁତ କିଛି ଶିଖିବା ପାଇଁ ମିଳିପାରେ । ଛାତ୍ରଛାତ୍ରୀଙ୍କର ପାଠ ପଢାରେ ରୁଚି ବଢିବ । ପିଲାମାନଙ୍କ ସହ ଖୁସିର ସମୟ କାଟିବେ । ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । କୌଣସି ଲୋକଙ୍କ ସାହାଯ୍ୟ ମିଳିବ ।
ତୁଳା: ଜୀବନସାଥିଙ୍କୁ ସଫଳତା ମିଳିବା ଯୋଗୁ ଘରେ ଖୁସିର ପରିବେଶ ରହିବ । ମାତାପିତାଙ୍କ ସହ ବାହାରକୁ ଯିବେ । ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ନୂଆ ରାସ୍ତା ମିଳିବ । ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ । କୌଣସି କାମକୁ ବୁଝି ବିଚାରି କରିବେ । ଅଫିସ୍ର ଭଲ ବାତାବରଣ ଯୋଗୁ ମନ ଖୁସି ରହିବ ।
ବିଛା: ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ । କିଛି ନୂଆ ଉପାୟରେ ଧନ ପ୍ରାପ୍ତି ହୋଇପାରେ । ସାଙ୍ଗଙ୍କ ସାହାଯ୍ୟ ମିଳିବା ଯୋଗୁ କାମ ପୂରା ହୋଇଯିବ। ଅଟକି ରହିଥିବା କାମ ପୂରା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଠିକ୍ ଠାକ୍ ରହିବ, ଶିକ୍ଷକଙ୍କ ସମର୍ଥନ ମିଳିବ । ନିଜ ଆଖପାଖର ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।
ଧନୁ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ଯାହାଦ୍ୱାରା ଲାଭବାନ ହୋଇପାରନ୍ତି । ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ଆପଣଙ୍କ ଉଚ୍ଚ ବିଚାର ଯୋଗୁ ଉପହାର ମିଳିପାରେ । କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ, ଯାହା ଆଗକୁ ଯାଇ ଲାଭଦାୟକ ହୋଇପାରେ । ଅଫିସ୍ରେ କାମର ଚାପ ବଢିପାରେ ।
ମକର: କୌଣସି ଯୋଜନାରେ ସଫଳତା ମିଳିବ । ଜୀବନସାଥିଙ୍କ ସାହାଯ୍ୟ ଯୋଗୁ ଲାଭ ମିଳିବାର ସମ୍ଭାବନା ଅଛି । ପୂରା ଦିନ ମନ ଖୁସି ରହିବ । ସ୍ୱାସ୍ଥ୍ୟ ଆଜି ଠିକ୍ ଠାକ୍ ରହିବ । ଆଜି ବେପାରୀ ବର୍ଗର ଲୋକଙ୍କୁ ଧନ ପ୍ରାପ୍ତି ହୋଇପାରେ । ଆଜି ଆପଣଙ୍କ ଭାଗ୍ୟ ସାଥିରେ ରହିବ । ଓକିଲାତି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।
କୁମ୍ଭ: ଭାବିବିଚାରି କାମ କରିବା ଦ୍ୱାରା ସଫଳତା ମିଳିପାରେ । ମାର୍କେଟିଂର ଲୋକମାନଙ୍କ ପାଇଁ ଦିନଟି ଭଲ ରହିବ । ଜୀବନସାଥିଙ୍କ ସହ ଧାର୍ମିକ ସ୍ଥାନକୁ ଗଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣଙ୍କର ନୂଆ ବନ୍ଧୁ ହେବାର ସମ୍ଭାବନା ରହିଛି । କୌଣସି କାରଣ ଯୋଗୁ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ ।
ମୀନ: ପରିବାର ଲୋକ କାମରେ ସାହାଯ୍ୟ କରିବେ । ଛାତ୍ରଛାତ୍ରୀମାନେ ମନ ଶାନ୍ତ ରଖିବେ, ଯାହାଦ୍ୱାରା ପୂରା ଦିନଟି କାମରେ ମନ ଲାଗିବ। ପାରିବାରିକ ସ୍ଥିତି ଠିକ୍ ରହିବ । ସନ୍ଧ୍ୟା ସମୟରେ ପିଲାମାନଙ୍କ ସହ ସମୟ ଅତିବାହିତ କରିବେ । ଲଭ୍ମେଣ୍ଟ୍ଙ୍କ ପାଇଁ ଦିନଟି ଭଲ। ଅଭିନୟ କରୁଥିବା ଲୋକଙ୍କୁ କଠିନ ପରିର୍ଶମ କରିବାକୁ ପଡିବ ।