ମେଷଠୁ ମୀନ ରାଶିଙ୍କ ଆଜିର ଭାଗ୍ୟଫଳ ଜାଣନ୍ତୁ
ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିରହିବ। ଅଫିସ୍ରେ ଟାର୍ଗେଟ୍ ପୂରା କରିବେ। ପଦୋନ୍ନତିର ଅବସର ମିଳିବ। ଶିକ୍ଷକଙ୍କ ପାଇଁ ଦିନଟି ଭଲ। ଘରୋଇ ଜିନିଷ କିଣିବେ। ବେରୋଜଗାରିଆଙ୍କୁ ରୋଜଗାରର ଅବସର ମିଳିବ। ମା’, ବାପାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ମେଷ: ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିରହିବ। ଅଫିସ୍ରେ ଟାର୍ଗେଟ୍ ପୂରା କରିବେ। ପଦୋନ୍ନତିର ଅବସର ମିଳିବ। ଶିକ୍ଷକଙ୍କ ପାଇଁ ଦିନଟି ଭଲ।
ବୃଷ: ଘରୋଇ ଜିନିଷ କିଣିବେ। ବେରୋଜଗାରିଆଙ୍କୁ ରୋଜଗାରର ଅବସର ମିଳିବ। ମା’, ବାପାଙ୍କ ଆଶୀର୍ବାଦ ମିଳିବ। ରାଜନୀତିରେ ସକ୍ରିୟ ରହିବେ।
ମିଥୁନ: ସମୟ ଅନୁସାରେ କାମ ପୂରା ହୋଇଯିବ। ଜୀବନସାଥୀଙ୍କ ଜୀବନରେ ପରିବର୍ତ୍ତନ ଆସିବ। ନୂଆ ଯୋଜନା ଲାଗୁ ହେଲେ ଲାଭବାନ ହେବେ।
କର୍କଟ: ଆଜି କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରପର୍ଟିରେ ନିବେଶ ପାଇଁ ଦିନଟି ଭଲ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ସାଙ୍ଗଠାରୁ ପରାମର୍ଶ ନେବେ।
ସିଂହ: ଅନ୍ୟଠୁ ପରାମର୍ଶ ନେଇ କାମ ଆରମ୍ଭ କଲେ ସଫଳତା ମିଳିବ। ଛାତ୍ରମାନଙ୍କ ପାଇଁ ଦିନଟି ଭଲ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।
କନ୍ୟା: ରାଜନୀତି ସହ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ। ଆପଣଙ୍କ କଥା ଲୋକଙ୍କୁ ପ୍ରଭାବିତ କରିବ। ଅଫିସ୍ରେ କାମର ବୋଝ କମ୍ ପଡ଼ିବ।
ତୁଳା: ଆଜି ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଅଫିସ୍ରେ କାମ ସହଜରେ ସରିଯିବ। ପରିବାର ସହିତ ସମୟ କାଟିବେ। ଜୀବନସାଥୀ ଖୁସି ରହିବେ।
ବିଛା: ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ସେମାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଚାକିରି ଅଫର୍ ମିଳିବାର ଯୋଗ ରହିଛି।
ଧନୁ: ଆପଣଙ୍କ ଆର୍ଥିକ ପକ୍ଷ ପୂର୍ବାପେକ୍ଷା ଅଧିକ ଦୃଢ଼ ହେବ। ଆଜି ଗାଡ଼ି କିଣିବାର ଯୋଗ ରହିଛି। ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଭଲ।
ମକର: ଟଙ୍କା ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ। କୌଣସି ବି କାର୍ଯ୍ୟରେ ତରବର ହୁଅନ୍ତୁ ନାହିଁ। କଠିନ ପରିଶ୍ରମ କରି କରିଥିବା କାମ ସମ୍ପୂର୍ଣ୍ଣ ହେବ।
କୁମ୍ଭ: ଲେଖନ କାର୍ଯ୍ୟରେ ମନ ରହିବ। ନୂଆ ବେପାର ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ବହୁତ ଭଲ। ପରିବାର ସହିତ ବୁଲିବାକୁ ଯାଇପାରନ୍ତି।
ମୀନ: ଆଜି ଅବିବାହିତଙ୍କ ପାଇଁ ନୂଆ ବିବାହ ପ୍ରସ୍ତାବ ଆସିପାରେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଚାକିରିଆମାନଙ୍କର ଅନ୍ୟତ୍ର ଟ୍ରାନ୍ସଫର୍ ହୋଇପାରେ।