ଆଜିର ରାଶିଫଳ: ଏହି ରାଶି ଲୋକଙ୍କର ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ

ଅତି ଉତ୍ସାହିତ ହୁଅନ୍ତୁ ନାହିଁ। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମନ ଅଶାନ୍ତ ରହିବ। ପରିଶ୍ରମ ଅଧିକ ରହିବ। ଆୟ ବଢ଼ିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ରୁଚି ବଢ଼ିବ।

ମେଷ: ଅତି ଉତ୍ସାହିତ ହୁଅନ୍ତୁ ନାହିଁ। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମନ ଅଶାନ୍ତ ରହିବ। ପରିଶ୍ରମ ଅଧିକ ରହିବ।

ବୃଷ: ପରିଶ୍ରମ ବଢ଼ିବ। ଆୟ ବୃଦ୍ଧି ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ଦିଅନ୍ତୁ। ଚାକିରିରେ କାର୍ଯ୍ୟଭାର ବଢ଼ିବ। ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ରୁଚି ବଢ଼ିବ।

ମିଥୁନ: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ। କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ଅଧିକ ପରିଶ୍ରମ କରିବେ।

କର୍କଟ: ଅତ୍ୟଧିକ କ୍ରୋଧ କରନ୍ତୁ ନାହିଁ। ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳ ହେବେ। ସନ୍ତାନ ତରଫରୁ ସୁଖଦ ଖବର ମିଳିପାରେ।

ସିଂହ: ଭାଇ, ଭଉଣୀଙ୍କ ସହଯୋଗରୁ ବ୍ୟବସାୟରେ ନିବେଶ କରିବେ। ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଧୌର୍ଯ୍ୟ କମିବ। ସାଥୀଙ୍କ ସହ ମତଭେଦ ହେବ।

କନ୍ୟା: ମନ ବିଚଳିତ ହୋଇପାରେ। ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ଲାଭବାନ ହେବେ। ମାନସିକ ଚିନ୍ତା ଘାରିବ। ମାନ ସମ୍ମାନ ପ୍ରାପ୍ତ ହେବ।

ତୁଳା: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ବୃଦ୍ଧି ହୋଇପାରେ। ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିବ। କୌଣସି ସ୍ଥାନକୁ ଯାତ୍ରା ଯୋଗ ରହିଛି।

ବିଛା: ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆତ୍ମସଂଯତ ରୁହନ୍ତୁ। କ୍ରୋଧଠୁ ଦୂରେଇ ରୁହନ୍ତୁ। ଆୟ କମ୍‌, ଖର୍ଚ୍ଚ ବଢ଼ିବ।

ଧନୁ: ମାନସିକ ଶାନ୍ତି ରହିବ। ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଚାକିରିରେ କଠିନ ପରିସ୍ଥିତିର ସାମ୍ନା କରିବେ। ଆଶା ଓ ନିରାଶାର ମିଶ୍ରିତ ଭାବ ରହିବ।

ମକର: ପରିଶ୍ରମ ଅଧିକ କରିବେ। ଆୟ ବଢ଼ିବ। ଆତ୍ମବିଶ୍ୱାସ କମିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ମା’ଙ୍କ ଆଶୀର୍ବାଦ ଏବଂ ସହଯୋଗ ପାଇବେ।

କୁମ୍ଭ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପରିବାରର ସହଯୋଗ ମିଳିବ। ଆୟ କମିବ ଏବଂ ଖର୍ଚ୍ଚ ବଢ଼ିବ। ଧୌର୍ଯ୍ୟ କମିବ। ମାନସିନ ଶାନ୍ତି ପାଇବେ।

ମୀନ: ଅଯଥା କ୍ରୋଧ କରନ୍ତୁ ନାହିଁ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ରୋଜଗାରର ଅବସର ମିଳିବ। ମନ ଖୁସି ରହିବ। ଯାତ୍ରା ଯୋଗ ରହିଛି।