ଆଜିର ରାଶିଫଳ : ଆଜି ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି

ମେଷ : ଆଜି ଆପଣଙ୍କୁ ଧନ ପ୍ରାପ୍ତି ହେବ । ନୂଆ ସାଙ୍ଗ କରିବାର ମଉକା ମିଳିବ । ଆଗକୁ ବଢ଼ିବା ପାଇଁ ନୂତନ ସୁଯୋଗ ମିଳିପାରେ । ଆପଣଙ୍କ ଆଶା ଜଲ୍‌ଦି ହିଁ ପୂରଣ ହେବ ।

ବୃଷ : ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆପଣଙ୍କୁ ଅନେକ ସୁଖ, ସୁବିଧାର ଆନନ୍ଦ ମିଳିବ । କିନ୍ତୁ ଆୟ ବୃଦ୍ଧି ହେତୁ ମନ ଖୁସି ରହିବ ।

ମିଥୁନ : ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ନିଜର ଶବ୍ଦଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ପଇସା କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ ।

କର୍କଟ : ଆଜି ଆପଣ ଅନେକ ଯୋଜନା କରିପାରନ୍ତି । ଯଦି ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ, ତା’ ହେଲେ ସଫଳ ହେବେ । ମିତ୍ରଙ୍କ ସହଯୋଗ ମିଳିବ ।

ସିଂହ : ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ଆଣିବ । ଖର୍ଚ୍ଚ ବଢ଼ିବ, ଯାହା ଆପଣଙ୍କୁ ଚିନ୍ତାରେ ପକାଇବ । ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ିବ । ବ୍ୟବସାୟରେ ବୃଦ୍ଧି ହେବ ।

କନ୍ୟା : ଆଜି ଆପଣ ନିଜ ପ୍ରେମ ଜୀବନରେ କିଛି ସୁଧାର ଆଣିବେ । ଶତ୍ରୁମାନେ ଆପଣଙ୍କର କିଛି ବି ବିଗାଡ଼ି ପାରିବେ ନାହିଁ । କୌଣସି ବି ସମସ୍ୟାରେ ଡରନ୍ତୁ ନାହିଁ ।

ତୁଳା : ଆଜି ମନକୁ ଅନିୟନ୍ତ୍ରିତ ହେବାକୁ ଦିଅନ୍ତୁ ନାହିଁ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କୌଣସି ନିବେଶ ପାଇଁ ଆଜିର ଦିନ ଭଲ ନୁହେଁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା : ଆଜି କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ପାରିବାରିକ ଜୀବନ ଆରାମଦାୟକ ଏବଂ ସୁଖଦ ରହିବ । ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ।

ଧନୁ : ଆପଣଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ । ଦେଖିବେ ନିଶ୍ଚୟ ସଫଳତା ମିଳିବ । ଅନ୍ୟମାନଙ୍କ ପ୍ରତି ସହଯୋଗର ଭାବନା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ ।

ମକର : ପରିଶ୍ରମର ସମ୍ପୂର୍ଣ୍ଣ ଫଳ ଆପଣଙ୍କୁ ମିଳିପାରେ । ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ । ଧୌର୍ଯ୍ୟର ସହ କାମ କରନ୍ତୁ ଏବଂ ସମୟ ଉପରେ ଧ୍ୟାନ ରଖନ୍ତୁ ।

କୁମ୍ଭ : ଜଣେ ବନ୍ଧୁଙ୍କ ସହଭାଗିତାରେ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ନିଜର ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତୁ ଏବଂ ସଫଳତାର ପଥରେ ଆଗକୁ ବଢ଼ନ୍ତୁ ।

ମୀନ : ଆପଣଙ୍କ ପାଇଁ ଆଜିର ଦିନ ଉତ୍ଥାନ-ପତନରେ ଭରି ରହିବ । ଖର୍ଚ୍ଚରେ ହଠାତ୍ ବୃଦ୍ଧି ଘଟିବ, ଯାହା ଆପଣଙ୍କ ସମସ୍ୟାର କାରଣ ହୋଇପାରେ । ଆପଣଙ୍କ ମନରେ ଏକ ସମୟରେ ଅନେକ କଥା ରହିବ ।