ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣନ୍ତୁ ଭାଗ୍ୟଫଳ

ଆଜି ପରିବାରରେ ବାପାଙ୍କ ସମର୍ଥନ ପାଇବେ। ମନ ଚିନ୍ତିତ ରହିବ। ଖର୍ଚ୍ଚ ଅଧିକ ହେବ। ଶୈକ୍ଷିତ କାର୍ଯ୍ୟରେ ସଫଳତା ମିଳିବ। କଳା କିମ୍ବା ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ।

ମେଷ: ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ବାପାଙ୍କ ସମର୍ଥନ ପାଇବେ। ମନ ଚିନ୍ତିତ ରହିବ। ଖର୍ଚ୍ଚ ଅଧିକ ହେବ। ଶୈକ୍ଷିତ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: କଳା କିମ୍ବା ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଧନ ସ୍ଥିତିରେ ସୁଧାର ହେବ। ମାନ ସମ୍ମାନ ପାଇବେ। ମନ ଖୁସି ରହିବ। କଠିନ ପରିଶ୍ରମ କରିବେ।

ମିଥୁନ: ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସ ବଢ଼ିବ। ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି। ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଯୋଗ ରହିଛି। ମାନସିକ ଶାନ୍ତି ରହିବ।

କର୍କଟ: ମାନସିକ ଶାନ୍ତି ରହିବ। ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ।

ସିଂହ: ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଆୟ ବୃଦ୍ଧି ପାଇବ। ସନ୍ତାନର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ। ବ୍ୟବସାୟରେ ଅଧିକ କଠିନ ପରିଶ୍ରମ କରିବେ।

କନ୍ୟା: ମନରେ ନିରାଶା ଏବଂ ଅସନ୍ତୋଷ ରହିପାରେ। ଚାକିରିରେ କୌଣସି ଅନ୍ୟ ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା: ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ହେବ। ଅଧିକ ଦୌଡ଼ାଦୌଡ଼ି ହେବ। ବ୍ୟବସାୟରେ କୌଣସି ବନ୍ଧୁଙ୍କ ସମର୍ଥନ ପାଇପାରନ୍ତି। ଧୌର୍ଯ୍ୟ ବଜାୟ ରଖନ୍ତୁ।

ବିଛା: ଆତ୍ମବିଶ୍ୱାସ ରହିବ। ଚାକିରିରେ ଉନ୍ନତିର ରାସ୍ତା ଫିଟିବ। ଆୟ ବୃଦ୍ଧି ପାଇବ। ବାହନ ପ୍ରାପ୍ତିର ମଧ୍ୟ ସମ୍ଭାବନା ରହିଛି। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ପରିବାରରେ ସୁଖ, ଶାନ୍ତି ରହିବ।

ଧନୁ: ମନ ପ୍ରସନ୍ନ ରହିବ। ପରିବାରରେ ମାନ ସମ୍ମାନ ବଢ଼ିବ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିପାରେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ହେବ। ବାହନ ସୁଖର ଲାଭ ପାଇବେ।

ମକର: ବାଣୀରେ ମଧୁରତା ରହିବ। ମନରେ ନକାରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ। ପରିବାରର ସମର୍ଥନ ପାଇବେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ: ମନ ଖୁସି ରହିବ। ଶୈକ୍ଷିତ କାର୍ଯ୍ୟରେ ସଫଳତା ମିଳିବ। ମାନ ସମ୍ମାନ ପ୍ରାପ୍ତି ହେବ। ଚାକିରିରେ ଉନ୍ନତିର ଅବସର ମିଳିପାରେ। ସ୍ଥାନ ପରିବର୍ତ୍ତନ ହୋଇପାରେ। ସନ୍ତାନ ତରଫରୁ ଭଲ ଖବର ପାଇପାରନ୍ତି।

ମୀନ: କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିପାରେ। ବ୍ୟବସାୟରେ ଉନ୍ନତି ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ଯାତ୍ରା ଲାଭଦାୟକ ରହିବ। ଅନାବଶ୍ୟକ ଚାପରୁ ଦୂରେଇ ରୁହନ୍ତୁ।