ଆଜି କାହା ପାଇଁ ଦିନ ହେବ ଶୁଭ, ଜାଣନ୍ତୁ ଆପଣଙ୍କ ରାଶି
ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅଟକିଥିବା କାର୍ଯ୍ୟ ଚାଲୁ ହେବ। ଶିକ୍ଷା ଯୋଗୁ ଚିନ୍ତିତ ରହିବେ। ଦୌଡ଼ାଦୌଡ଼ି ବ୍ୟର୍ଥ ହେବ। ପାରିବାରିକ ଦାୟିତ୍ୱ ପୂରଣ କରିବେ। ଅଧସ୍ତନ କର୍ମଚାରୀଠାରୁ ଚାପ ମିଳିପାରେ।

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଅଟକିଥିବା କାର୍ଯ୍ୟ ଚାଲୁ ହେବ। ସନ୍ତାନ କିମ୍ବା ଶିକ୍ଷା ଯୋଗୁ ଚିନ୍ତିତ ରହିବେ। ଦୌଡ଼ାଦୌଡ଼ି ବ୍ୟର୍ଥ ହେବ।
ବୃଷ: ପାରିବାରିକ ଦାୟିତ୍ୱ ପୂରଣ କରିବେ। ଅଧସ୍ତନ କର୍ମଚାରୀ କିମ୍ବା ଭାଇଭଉଣୀଙ୍କଠାରୁ ଚାପ ମିଳିପାରେ।
ମିଥୁନ: ଜୀବନସାଥୀଙ୍କ ସହଯୋଗ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ। ବ୍ୟକ୍ତି ବିଶେଷଙ୍କ ସହଯୋଗ ରହିବ।
କର୍କଟ: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ଭୁଲ ନିଷ୍ପତ୍ତି ଯୋଗୁ ଚିନ୍ତା ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି।
ସିଂହ: ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ଫଳପ୍ରଦ ହେବ। ସମ୍ପର୍କ ଦୃଢ଼ ହେବ। ପାରିବାରିକ ଜୀବନ ସୁଖମୟ ରହିବ।
କନ୍ୟା: ଆର୍ଥିକ ମାମଲାରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।
ତୁଳା: ଆର୍ଥକ ଉନ୍ନତି ହେବ। ଭାଇଭଉଣୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ସମର୍ଥନ ପାଇବେ। ଆପଣଙ୍କୁ ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ।
ବିଛା: ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ଦିଗ ମଜଭୁତ ହେବ। ଗୃହ ଉପଯୋଗୀ ବସ୍ତୁରେ ବୃଦ୍ଧି ଘଟିବ। ବୁଦ୍ଧି, କୌଶଳରୁ କରାଯାଇଥିବା କାର୍ଯ୍ୟ ପୂରା ହେବ।
ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବିରୋଧୀ କିମ୍ବା ପ୍ରିୟଜନଙ୍କଠାରୁ କଷ୍ଟ ମିଳିପାରେ। ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ। ଲେଣଦେଣ ମାମଲାରେ ଅସୁବିଧା ହୋଇପାରେ।
ମକର: ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ଦିଗ ମଜଭୁତ ହେବ। ଗୃହ ଉପଯୋଗୀ ବସ୍ତୁ କିଣିବେ।
କୁମ୍ଭ: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟିକ ପ୍ରୟାସ ସାର୍ଥକ ହେବ। ସମ୍ପର୍କ ଦୃଢ଼ ହେବ।
ମୀନ: ମହିଳା ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।