ଆଜିର ରାଶି: ଅଯଥା କ୍ରୋଧ, ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ
ମନରେ ଉତ୍ଥାନ-ପତନ ରହିବ। ଅଯଥା କ୍ରୋଧ ଏବଂ ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ମା’, ବାପାଙ୍କ ସାଥ୍ ମିଳିବ। ଆୟ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ମନ ଖୁସି ରହିବ।

ମେଷ: ମନରେ ଉତ୍ଥାନ-ପତନ ରହିବ। ଅଯଥା କ୍ରୋଧ ଏବଂ ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ମା’, ବାପାଙ୍କ ସାଥ୍ ମିଳିବ।
ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ। ଆୟ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ମନ ଖୁସି ରହିବ।
ମିଥୁନ: ନକାରାତ୍ମକ ଚିନ୍ତାଧାରଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ପରିଶ୍ରମ ଅଧିକ ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
କର୍କଟ: ବାଣୀରେ ମଧୁରତା ରହିବ। ଧର୍ମ ପ୍ରତି ଶ୍ରଦ୍ଧାଭାବ ବଢ଼ିବ। ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସାଙ୍ଗଙ୍କ ସହଯୋଗ ମିଳିବ।
ସିଂହ: ମନରେ ଶାନ୍ତି ଏବଂ ପ୍ରସନ୍ନତା ରହିବ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ବସ୍ତ୍ର ଉପହାର ପ୍ରାପ୍ତ ହୋଇପାରେ।
କନ୍ୟା: ପରିବାରର ସାଥ୍ ମିଳିବ। ଯାତ୍ରା ଖର୍ଚ୍ଚ ବଢ଼ିପାରେ। ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ମାନସିକ ଶାନ୍ତି ରହିବ।
ତୁଳା: ଆୟରେ ଅଭାବ ଏବଂ ଖର୍ଚ୍ଚ ଅଧିକ ହୋଇପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଭବନ ସୁଖ ଯୋଗ ରହିଛି।
ବିଛା: ମନ ଚିନ୍ତିତ ହୋଇପାରେ। କୌଣସି ପୁରୁଣା ବନ୍ଧୁ ଭେଟିପାରନ୍ତି। ଅଧ୍ୟୟନ ପ୍ରତି ରୁଚି ବଢ଼ିପାରେ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।
ଧନୁ: ପାଠନ ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ମାନ-ସମ୍ମାନ ପ୍ରାପ୍ତ ହୋଇପାରେ। ଖର୍ଚ୍ଚ କମିବ। ଆଳସ୍ୟ ବଢ଼ିବ।
ମକର: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ମିତ୍ରଙ୍କ ସହଯୋଗ ପାଇବେ। ଆତ୍ମସଂଯତ ରୁହନ୍ତୁ। ଖର୍ଚ୍ଚ ଅଧିକ ହେବ।
କୁମ୍ଭ: ମାନସିକ ଶାନ୍ତି ରହିବ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। କୌଣସି ସାଙ୍ଗର ସହଯୋଗ ମିଳିପାରେ। ଚିନ୍ତାରୁ ଦୂରେଇ ରୁହନ୍ତୁ।
ମୀନ: ଆତ୍ମବିଶ୍ୱାସ ବହୁତ ରହିବ, କିନ୍ତୁ ମନ ଚିନ୍ତିତ ରହିପାରେ। ପରିଶ୍ରମ ଅଧିକ ରହିବ। ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ସଂଯତ ରୁହନ୍ତୁ।