ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

ମେଷ : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ଆପଣଙ୍କୁ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ଶାରୀରିକ ରୂପେ ଆପଣ ସୁସ୍ଥ ରହିବେ ।
ବୃଷ : ଆଜିର ଦିନଟି ଭଲ । କିନ୍ତୁ ଶାରୀରିକ ରୂପେ ଆପଣ ସୁସ୍ଥ ରହିବେ । ସମ୍ପତ୍ତି ସହ ଜଡ଼ିତ ମାମଲା ଆପଣଙ୍କ ପକ୍ଷରେ ସମାଧାନ ହେବାର ସମ୍ଭାବନା ରହିଛି ।
ମିଥୁନ : କର୍ମକ୍ଷେତ୍ରରେ ଆପଣଙ୍କ ସଫଳତା ଆଜି ନିଶ୍ଚିତ ହେବ । ଏକ କଠିନ ସମୟ ପରେ ଆପଣଙ୍କ ମୁହଁରେ ହସ ଫୁଟିବ । ସ୍ୱାସ୍ଥ୍ୟ ଭଲ ରହିବ ।
କର୍କଟ : ପାରିବାରିକ ଜୀବନରେ ଉତ୍ଥାନ-ପତନ କାରଣରୁ ଆପଣ ଟିକେ ଚିନ୍ତିତ ଅନୁଭବ କରିବେ । ପାରିବାରିକ କାର୍ଯ୍ୟ ପୂରା କରିବାରେ ସଫଳ ହେବେ ।
ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । କିନ୍ତୁ ଖର୍ଚ୍ଚ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ଦୁଃଖ ଦେଇପାରେ । ଘରେ ପରିବାର ସହିତ ସମୟ ବିତାଇବେ ।
କନ୍ୟା : ଆଜି ଘନିଷ୍ଠ ବନ୍ଧୁଙ୍କ ସହ ଫୋନରେ ଏକ ଲମ୍ବା ବାର୍ତ୍ତାଳାପ ହେବ । ଆପଣଙ୍କୁ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ଖର୍ଚ୍ଚ ବୃଦ୍ଧି ପାଇବ ।
ତୁଳା : ଆଜି ଖୁସି ରୁହନ୍ତୁ ଏବଂ ଅଧିକ ଚାପ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢ଼ିବ। ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇବ । ବୈବାହିକ ଜୀବନରେ ପ୍ରେମ ବୃଦ୍ଧି ପାଇବ ।
ବିଛା : ଆଜିର ଦିନ ଆପଣଙ୍କ ପାଇଁ ଦୁର୍ବଳ ରହିବ । ପାରିବାରିକ ଜୀବନ ସୁଖଦ ହେବ । ସାମାଜିକ କ୍ଷେତ୍ରରେ ଅଧିକ ଲୋକପ୍ରିୟତା ହାସଲ କରିବେ ।
ଧନୁ : ଆଜି ଆପଣ ଭାବିଥିବା କାମ ପୂରା ହେବ । ସମ୍ପତ୍ତି ଚୁକ୍ତିନାମା ଚୂଡ଼ାନ୍ତ କରିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ଭଲଭାବେ ପଢ଼ନ୍ତୁ । ଆର୍ଥିକ ଲାଭର ସମ୍ଭାବନା ରହିଛି ।
ମକର : ଆଜି କିଛି କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଆପଣଙ୍କର ଆର୍ଥିକ ଦିଗ ବହୁତ ମଜଭୁତ ହେବ । ଆଜି ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
କୁମ୍ଭ : ଆଜି ଆପଣଙ୍କୁ ବହୁତ କାମ ମିଳିବ । ନିରାଶାରୁ ଦୂରେଇ ରୁହନ୍ତୁ । ଆଜି କାହା ସହିତ ଆପଣଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ।
ମୀନ : ଆଜି ଆୟ ପାଇଁ ଦିନଟି ଶୁଭ । ଘରେ ସୁଖ, ସମୃଦ୍ଧି ରହିବ । ଘରେ ପରିବାର ସହିତ ସମୟ ବିତାଇବାରେ ଆପଣଙ୍କୁ ମନରେ ଶାନ୍ତି ମିଳିବ ।