ଆଜିର ଭାଗ୍ୟଫଳ: ଆଜି ଆପଣଙ୍କ ରାଶିରେ କ’ଣ ଅଛି ଜାଣନ୍ତୁ

ମା’ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବ୍ୟବସାୟରେ କଠିନ ପରିଶ୍ରମ କରିବେ। ଚାକିରିରେ ପଦୋନ୍ନତି ସୁଯୋଗ ରହିଛି। ମନ ଶାନ୍ତ ରହିବ। ଅଯଥା ବିବାଦଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ।

ମେଷ: ମା’ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବ୍ୟବସାୟରେ କଠିନ ପରିଶ୍ରମ କରିବେ। ଚାକିରିରେ ପଦୋନ୍ନତି ସୁଯୋଗ ରହିଛି। ମନ ଶାନ୍ତ ରହିବ।

ବୃଷ: ମନ ଚିନ୍ତିତ ରହିବ। ଅଯଥା ବିବାଦଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ।

ମିଥୁନ: ବାଣୀରେ ମଧୁରତା ରହିବ। ମନ ଅଶାନ୍ତ ରହିପାରେ। ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଶୈକ୍ଷିକ କାର୍ଯ୍ୟରେ ଉତ୍ତମ ଫଳ ପାଇବେ।

କର୍କଟ: ମନରେ ଶାନ୍ତି ଏବଂ ପ୍ରସନ୍ନତାର ଭାବ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଆତ୍ମବିଶ୍ୱାସ ବଢ଼ିବ। ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସିଂହ: ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ସ୍ଥାନ ପରିବର୍ତ୍ତନ ହୋଇପାରେ।

କନ୍ୟା: ମାନସିକ ଶାନ୍ତି ରହିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳିବ। ବନ୍ଧୁଙ୍କ ସମର୍ଥନ ପାଇବେ। ଖର୍ଚ୍ଚ ବଢ଼ିବ।

ତୁଳା: ପରିବାରରେ ସମ୍ମାନ ପାଇବେ। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ଭାଇଭଉଣୀଙ୍କ ସମର୍ଥନ ପାଇବେ। ଚିକିତ୍ସା ଖର୍ଚ୍ଚ ବଢ଼ିପାରେ।

ବିଛା: ପରିବାରଠାରୁ ଦୂରକୁ ଯିବାକୁ ପଡ଼ିପାରେ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ପରିବାରରେ ଶୁଭ କାର୍ଯ୍ୟ ହେବ। ସାଥୀଙ୍କ ସମର୍ଥନ ମିଳିବ।

ଧନୁ: କୌଣସି ସାଙ୍ଗଙ୍କ ସହଯୋଗରୁ ରୋଜଗାରର ଅବସର ମିଳିବ। ଆୟ ବୃଦ୍ଧି ପାଇବ। ଯାତ୍ରା ଖର୍ଚ୍ଚ ବଢ଼ିପାରେ। ସୁଖଦ ଖବର ମିଳିପାରେ।

ମକର: ପରିବାରର ସମର୍ଥନ ପାଇବେ। ମାନସିକ ଶାନ୍ତି ରହିବ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ସମ୍ମାନ ମିଳିବ। ମା’ଙ୍କଠାରୁ ଟଙ୍କା ପାଇବେ।

କୁମ୍ଭ: ମନରେ ଅସନ୍ତୋଷ ଭାବ ରହିବ। ବ୍ୟବସାୟରେ କଠିନ ପରିଶ୍ରମ କରିବେ। ଆୟ ବଢ଼ିବ। ସାଙ୍ଗଙ୍କ ସମର୍ଥନ ପାଇବେ। ଖର୍ଚ୍ଚ ବଢ଼ିବ।

ମୀନ: ଶୈକ୍ଷିକ କାର୍ଯ୍ୟରେ ଉତ୍ତମ ପରିଣାମ ପାଇବେ। ମାନ ସମ୍ମାନ ପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ରହିବ। ଖୁସି ଖବର ପାଇବେ।