ରାଶିଫଳ : ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଖୁସି ରହିବେ
ବ୍ୟବସାୟରେ ଲାଭ ମିଳିପାରେ । ଆପଣଙ୍କ ଲକ୍ଷ୍ୟ ପୂରା ହୋଇପାରେ । କିଛି କାମରେ ବନ୍ଧୁ ସାହାଯ୍ୟ କରିବେ । ନିଜର କୌଣସି ପୁରୁଣା କାର୍ଯ୍ୟ ନିଜେ ପୂରା କରିବେ । କୌଣସି କାର୍ଯ୍ୟ କରିବା ସମୟରେ ସାବଧାନ ରହିବା ଉଚିତ । ସାଙ୍ଗସାଥୀଙ୍କ ସହଯୋଗ ମିଳିବ ।

ମେଷ: ଆଜି ଆପଣ ଜୀବନରେ ସଫଳତା ପାଇପାରନ୍ତି । କାମରୁ ଲାଭ ମିଳିପାରେ । କୌଣସି କାର୍ଯ୍ୟ ପାଇଁ ଅନ୍ୟ ଲୋକଙ୍କର ସାହାଯ୍ୟ ମିଳିବ । ସାମାଜିକ କାମ କରିବେ । ଦିନଟି ବହୁତ ହିଁ ଭଲ ରହିବ । ଲଭ୍ମେଣ୍ଟ୍ଙ୍କ ପାଇଁ ଦିନଟି ଠିକ୍ ଠାକ୍ ରହିବ । ପରିବାରରେ ଭଲପାଇବା ମିଳିବ ।
ବୃଷ: ମହିଳାଙ୍କ ପାଇଁ ଦିନଟି ବହୁତ ଭଲ । ଅର୍ଥ ସମସ୍ୟା ଦୂର ହୋଇପାରେ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଲାଭଦାୟକ ହେବ । କଷ୍ଟ ଦୂର ହେବ । କୌଣସି କାମ ପାଇଁ ଚିନ୍ତିତ ରହିବେ, ହେଲେ ସମୟ ମଧ୍ୟରେ ସବୁ ଠିକ୍ ହୋଇଯିବ । ଭବିଷ୍ୟତ ପାଇଁ ଚିନ୍ତିତ ରହିବେ, ହେଲେ ଦିନଟି ଭଲ ରହିବ ।
ମିଥୁନ: କନ୍ୟାଙ୍କ ପାଇଁ ଦିନଟି ଭଲ । ଜମି କିଣିବା ପାଇଁ ଦିନଟି ଭଲ ରହିବ । ସ୍ୱାସ୍ଥ୍ୟ ଠିକ୍ ରହିବ । ଅଟକିଥିବା କାମ ପୂରା ହେବ । ବିବାହ ପାଇଁ କଥା ଆଗକୁ ବଢିବ । ଜୀବନରେ ଆଗକୁ ସଫଳତା ମିଳିପାରେ । ଦିନଟି ଆପଣଙ୍କ ପାଇଁ ଶୁଭ ରହିବ ।
କର୍କଟ: ଛାତ୍ରଛାତ୍ରୀଙ୍କ ମନ ପାଠପଢାରେ ଲାଗିରହିବ । ଚାକିରି ମିଳିବାର ସମ୍ଭାବନା ରହିଛି । ପିଲାଙ୍କ ସହ ସମୟ କାଟିବେ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିବ । ଆଜି ଦିନଟି ଭଲ ରହିବ । ଅଫିସ୍ରେ ଅଟକିଥିବା କାମ ପୂରା ହେବ ।
ସିଂହ: ଅର୍ଥ ସମସ୍ୟା ଦୂର ହେବ । ଘରେ କଳହ ଥିଲେ ଦୂର ହେବ । ଘରେ ସମସ୍ତଙ୍କ ସହ ଭଲ ସମୟ କାଟିବେ । ଅଫିସ୍ରେ କାମ ଭଲ ଭାବେ କରିବେ । କିଛି ଏଭଳି କାର୍ଯ୍ୟ କରିବେ, ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ରହିବ । କାମ ପାଇଁ ବାହାରକୁ ଯାଇପାରନ୍ତି । ଆପଣ ଆଜି ଖୁସିରେ ରହିବେ । ଭାଗ୍ୟ ସାଥିରେ ରହିବ ।
କନ୍ୟା: ନିଜ ଅଫିସ୍ କାମରେ ଧ୍ୟାନ ଦେବାକୁ ପଡିବ । ଲଭମେଣ୍ଟ୍ଙ୍କ ପାଇଁ ଦିନଟି ସୁଖମୟ ରହିବ । ଶାନ୍ତି ମିଳିବ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆସିବ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ସାଙ୍ଗଙ୍କ ସହ ଭେଟ ହୋଇପାରେ, ଯାହାଦ୍ୱାରା ଭବିଷ୍ୟତରେ ଲାଭ ମିଳିବ ।
ତୁଳା: ପୂଜା ପାଠରେ ମନ ଲାଗି ରହିବ । ଜୀବନର କୌଣସି ପୁରୁଣା କଥାକୁ ଛାଡି ଆଗକୁ ବଢିବେ । ଜୀବନସାଥୀଙ୍କ ସହ କଳହ ଦୂର ହେବ । ମାଆଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ । କିଛି ପୂର୍ବ କାମର ଫଳ ମିଳିବ । ଛାତ୍ରଛାତ୍ରୀଙ୍କ ପାଠପଢାରେ ମନ ଲାଗି ରହିବ । ଦିନଟି ଠିକ୍ ଠାକ୍ ରହିବ । ନୂଆ କାମ କରିପାରନ୍ତି । ଧନ ଲାଭ ହୋଇପାରେ ।
ବିଛା: ଅର୍ଥ ସମସ୍ୟା ଦୂର ହୋଇପାରେ । କିଛି କଥା ଯୋଗୁ ଚିନ୍ତିତ ରହିବେ । ଅଫିସ୍ରେ ଅଟକିଥିବା କାମ ପୂରା ହୋଇଯିବ । ସାଙ୍ଗଙ୍କ ଭରସା ଜିତିବେ । ବ୍ୟବସାୟିକ କାର୍ଯ୍ୟ କରିପାରନ୍ତି । ଲଭ୍ମେଣ୍ଟ୍ଙ୍କ ପାଇଁ ଦିନଟି ଭଲ । ପରିବାର ଲୋକଙ୍କ ସହ ସମୟ କାଟିବେ । ଦିନଟି ବହୁତ ହିଁ ଭଲ ରହିବ ।
ଧନୁ: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଠିକ୍ ଠାକ୍ ରହିବ । ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । କୌଣସି କାମରେ ଘର ଲୋକଙ୍କ ସାହାଯ୍ୟ ମିଳିବ । ଅଫିସ୍ରେ ସାଙ୍ଗଙ୍କ ସାହାଯ୍ୟ ମିଳିବ । କିଛି କାମ ପୂରା ହେବ । ସାଥୀଙ୍କ ସହ ଝଗଡା ଥିଲେ ଦୂର ହେବ । ପାର୍ଟନରଙ୍କ ସହ ଡେଟ୍କୁ ଯାଇପାରନ୍ତି । ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ ।
ମକର: କୌଣସି ଲୋକ କିଛି କାମରେ ସାହାଯ୍ୟ କରିପାରନ୍ତି । ଛାଛ୍ରଛାତ୍ରୀମାନେ ପଢିବା ପାଇଁ ବାହରକୁ ଯାଇପାରନ୍ତି । ମାନସିକ ସ୍ଥିତି ଠିକ୍ ରହିବ । ଦିନଟି ବାହାରେ ବୁଲାବୁଲିରେ କଟିବ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିପାରନ୍ତି । ଦିନଟି ଖୁସିରେ କଟିବ ।
କୁମ୍ଭ: କୌଣସି କାମ ଯୋଗୁ ଲୋକମାନଙ୍କର ଭଲ ପାଇବା ମିଳିବ । କଥାବାର୍ତ୍ତା ଠିକ୍ ରଖିଲେ ସବୁ ଠିକ୍ ହେବ । କିଛି ନୂଆ କାମ କରିପାରନ୍ତି । ପ୍ରତିଯୋଗିତାରେ ଆଗକୁ ଯିବେ । ଭାଇ ଓ ଭଉଣୀଙ୍କ ସହ ବାହାରକୁ ଯାଇପାରନ୍ତି । କିଛି ନୂଆ କାମ କରିପାରନ୍ତି । ବ୍ୟବସାୟରେ ଲାଭ ମିଳିପାରେ ।
ମୀନ: ବ୍ୟବସାୟରେ ଲାଭ ମିଳିପାରେ । ଆପଣଙ୍କ ଲକ୍ଷ୍ୟ ପୂରା ହୋଇପାରେ । କିଛି କାମରେ ବନ୍ଧୁ ସାହାଯ୍ୟ କରିବେ । ନିଜର କୌଣସି ପୁରୁଣା କାର୍ଯ୍ୟ ନିଜେ ପୂରା କରିବେ । କୌଣସି କାର୍ଯ୍ୟ କରିବା ସମୟରେ ସାବଧାନ ରହିବା ଉଚିତ । ସାଙ୍ଗସାଥୀଙ୍କ ସହଯୋଗ ମିଳିବ ।