ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ। ସୁସ୍ୱାଦୁ ଭୋଜନ କରିବେ। ଶାରୀରିକ ସମସ୍ୟା ଦେଖାଦେଇପାରେ।
ବୃଷ : ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ। ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବା ଭଲ।
ମିଥୁନ : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଶରୀର ଅସୁସ୍ଥ ରହିବ। ଗୃହରେ ଅଶାନ୍ତି ଦେଖାଦେଇପାରେ।
କର୍କଟ : ବିଦେଶ ଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବ। ସବୁ କ୍ଷେତ୍ରରେ ଜୟଲାଭ କରିବେ।
ସିଂହ : ଧର୍ମ କାର୍ଯ୍ୟରେ ଯୋଗ ଦେବେ। ଛୋଟ ଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ। କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ।
କନ୍ୟା : ଆୟ ମଧ୍ୟମ ରହିବ। ଭ୍ରମଣ ଯୋଗ ରହିଛି। ବେପାର ବାଣିଜ୍ୟରେ ସଫଳତା ସହ କର୍ମକ୍ଷେତ୍ରରେ ସଫଳତା ପାଇବେ।
ତୁଳା : ପାରିବାରିକ ଅଶାନ୍ତି ଦେଖାଦେବ। ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଣୀ ନିୟନ୍ତ୍ରଣରେ ରଖନ୍ତୁ।
ବିଛା : ଅହଂଭାବ ତ୍ୟାଗ କରିବା ସହ ମନକୁ ଆୟତ୍ତରେ ରଖନ୍ତୁ। ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତ ହେବେ।
ଧନୁ : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ। ଚକ୍ଷୁରେ ପୀଡ଼ା ଦେଖାଦେବ। ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ।
ମକର : ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି। ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ଖର୍ଚ୍ଚ ବୃଦ୍ଧି ହେବ।
କୁମ୍ଭ : ସୁସ୍ୱାଦୁ ଭୋଜନ କରିବେ। ବିଦେଶ ଯାତ୍ରା ସଫଳ ହେବ। ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ।
ମୀନ : କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ। ଆୟ ମଧ୍ୟମ ରହିବ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ।