IITରେ ନନ୍ ଟିଚିଂ ଷ୍ଟାଫ ପାଇଁ ଭର୍ତ୍ତି, ତୁରନ୍ତ କରନ୍ତୁ ଆବେଦନ

ଆଇଆଇଟିରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆଇଆଇଟି ଗୋଆରେ ଅନେକ ନନ ଟିଚିଂ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ନୋଟିଫିକେସନ ମୁତାବକ, ଷ୍ଟୁଡେଣ୍ଟ କାଉନସିଲର, ମେଡିକାଲ ଅଫିସର, ସ୍ପୋଟର୍ସ ସୁପରିଟେଣ୍ଡେଣ୍ଟ, ଜୁନିଅର ଇଂଜିନିୟର(ଇଲେକ୍ଟ୍ରିକାଲ), ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ (ଇଲେକ୍ଟ୍ରିକାଲ), ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ ସମେତ ଅନେକ ପଦବୀରେ ଭର୍ତ୍ତିରେ ଭର୍ତ୍ତି ହେବ ।
ପଦବୀ ବିବରଣୀ : ୧୦
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗତା : ଆଇଟିଆଇ ଗୋଆରେ ଭର୍ତ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ପ୍ରାର୍ଥୀ ବ୍ୟାଚଲର/ମାଷ୍ଟର/ଏମବିବିଏସ/ଇଲେକ୍ଟ୍ରିକାଲ ଇଂଜିନିୟରିଂ ଡିପ୍ଲୋମା କରିଥିବା ଜରୁରୀ । ଏହାଛଡା କାମର ଅଭିଜ୍ଞତା ଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବ୍ରସ ୪୨ ବର୍ଷ ହେବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଅଲଗା ଅଲଗା ଦରମା ମିଳିବ ।
ସମସ୍ତ ପଦବୀ ପାଇଁ ପ୍ରୋବେଶନ ପରିଅଡର ଅବଧି ଏକ ବର୍ଷ ରହିଛି । ଗୋଟେରୁ ଅଧିକ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରତ୍ୟେକ ପଦ ପାଇଁ ଆବେଦନ କରିପାରିବେ । ଏହା ସହିତ ଆବେଦନ ଶୁଳ୍କ ସବମିଟ୍ କରିବାକୁ ହେବ ।
ଆବେଦନ ଶୁଳ୍କ : ଗ୍ରୁପ ବି ଏବଂ ଗ୍ରୁସି ପାଇଁ ଚୟନ ଲିଖିତ ପରୀକ୍ଷା ଜରିଆରେ ହେବ । ଗ୍ରୁପ ଏ ପାଇଁ ଅନ ମୂଲ୍ୟାଙ୍କନ ପ୍ରକ୍ରିୟା ଆୟୋଜିତ ହେବ । ଗ୍ରୁପ ଏ ଆବେଦନ ପାଇଁ ୫୦୦ ଟଙ୍କା ଏବଂ ଗ୍ରୁପ ବି ପଦବୀ ପାଇଁ ଆବେଦନ ୨୦୦ ଟଙ୍କା ଏବଂ ଗ୍ରୁପ ସି ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।