IOCL ରେ ଅପାରଣ୍ଟିସ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଅପାରଣ୍ଟିସ ପଦବୀ ଖାଲିପଡିଛି । ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୧ ରହିଛି । ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହେବା ଜରୁରୀ ।

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଅପାରଣ୍ଟିସ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ ଯିବାକୁ ହେବ ।
ପଦବୀ ବିବରଣୀ : ୪୭୩
ମେକାନିକାଲ
ଇଲେକ୍ଟ୍ରେିକାଲ
ଟିଆଣ୍ଡ ଆଇ
ହ୍ୟୁମାନ ରିସୋର୍ସ
ଆକାଉଣ୍ଟସ/ଫାଇନାନ୍ସ
ଡାଟା ଏଣ୍ଟ୍ରି ଅପରେଟର
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୧ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଭିନ୍ନ ଟ୍ରେଡ ଅନୁଯାୟୀ ଅଲଗା ଅଲଗା ରହିବ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ପରୀକ୍ଷାରେ ମଲ୍ଟିପଲ ଚଏସ ହେବ । ପେପରକୁ ୧୦୦ ନମ୍ବର ରହିଛି । ନେଗେଟିଭ ମାର୍କିଂ ନାହିଁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।