ITBP ରେ ଭର୍ତ୍ତି ହେବାର ସୁଯୋଗ, ମାସକୁ ଦରମା ୬୯ ହଜାର ଟଙ୍କା
ଇଣ୍ଡୋ ତିବ୍ଦତ ସୀମା ପୋଲିସ ବଳରେ ନିଯୁକ୍ତି ସୁଯୋଗ । ୧୦ ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ୨୦୨୩ ରହିଛି ।

ଆପଣ ୧୦ମ ପାସ୍ କରିଥିଲେ ମିଳିବ ସରକାରୀ ଚାକିରି । ଇଣ୍ଡୋ ତିବ୍ଦତ ସୀମା ପୋଲିସ ବଳରେ ନିଯୁକ୍ତି ହେବାର ସୁବର୍ଣ୍ଣ ସୁଯୋଗ । ଯେଉଁମାନେ ଆଇଟିବିପିରେ ସାମିଲ ହେବାକୁ ଚାହୁଁଛନ୍ତି ଅନଲାଇନ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ itbpolice.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୪୫୮
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ କରିଥିବା ଜରୁରୀ । ଏହାସହିତ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ ।
ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଦରମା ; ପ୍ରାର୍ଥୀଙ୍କୁ ମାସିକ ୨୧,୭୦୦ରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ;
https://img.freejobalert.com/uploads/2023/06/Short-Notification-ITBP-Constable-Driver-Posts.pdf