LIC ରେ ୨୦୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଏଲଆଇସି ହାଉସିଂ ଫାଇନ୍ସାସ ଲିମିଟେଡରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଜୁନିଅର ଆସିଷ୍ଟାଣ୍ଟର ପ୍ରବନ୍ଧକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଛୁକପାର୍ଥୀମାନେ ଆବେଦନ କରିବାକୁ ଚାହୁଁଥିଲେ ଆଜି ହିଁ ଏଲଆଇସି ହାଉସିଂ ଫାଇନ୍ସାସର ଅଫିସିଆଲ ୱେସାଇଡରେ ଦିଆଯାଇଥିବା ସମସ୍ତ ସୂଚନା ଜାଣିବା ପରେ ଆବେଦନ କରନ୍ତୁ । ଏହାର ଅଫିସିଆଲ ୱେସାଇଡ ।lichousing.com ।
ପଦବୀ ନାମ :
ଜୁନିଅର ଆସିଷ୍ଟାଣ୍ଟର ୨୦୦ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଏଲଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍ ଆବେଦନ କରିପାରିବେ । ଜୁଲାଇ ୨୫ ଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି ।
ଜରୁରୀ ତାରିଖ :
ପ୍ରାର୍ଥୀମାନଙ୍କର ଏହି ପଦବୀ ପାଇଁ ଆବେଦନ କରିବାକୁ ଆବଶ୍ୟକ ଯୋଗ୍ୟତା ଥିବା ବ୍ୟକ୍ତିମାନେ ଶେଷ ତାରିଖ ପୂର୍ବରୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଫର୍ମ ପୂରଣ କରିବା ଉଚିତ୍ । ଏହାର ଶେଷ ତାରିଖ ହେଉଛି ଅଗଷ୍ଟ ୧୪, ୨୦୨୪ ।
ଶିକ୍ଷାଗତ ଯୋଗ୍ୟତା :
ଆବେଦନ କରିବାକୁ ପ୍ରାର୍ଥୀ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବା ଉଚିତ । ଏହା ବ୍ୟତୀତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ବିଷୟରେ ମଧ୍ୟ ଜ୍ଞାନ ରହିବା ଉଚିତ୍ ।
ଆବେଦନ କରିବାର ଆରମ୍ଭ ତାରିଖ – ଜୁଲାଇ ୨୫, ୨୦୨୪
ଆବେଦନ କରିବାର ଶେଷ ତାରିଖ – ୧୪ ଅଗଷ୍ଟ ୨୦୨୪
ଆବେଦନ ଶୁଳ୍କ:
ଖାଲିପଡିଥିବା ପଦବୀ ପାଇଁ ୮୦୦ ଟଙ୍କା ଏବଂ ୧୮ ପ୍ରତିଶତ ଜିଏସ୍ଟି ଦେବେ । ଏଥିପାଇଁ ଆବେଦନ କରିବାକୁ, lichousing.com ଚେକ୍ କରନ୍ତୁ ।
ବୟସ ସୀମା :
ବୟସ ସୀମା ୨୧ ରୁ ୨୮ ବର୍ଷ ହୋଇଥାବା ଉଚିତ । ଅନ୍ୟାନ୍ୟ ଯୋଗ୍ୟତା ସମ୍ବନ୍ଧୀୟ ସୂଚନା ପାଇଁ ୱେବସାଇଟ୍ ଚେକ୍ କରନ୍ତୁ ।
ଚୟନ ପ୍ରକ୍ରିୟା :
ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ଆଧାରରେ ହେବ ।
ଦରମା :
ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୨,୦୦୦ରୁ ୩୫,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳିବ ।
କେମିତି କରିବେ ଆବେଦନ :
ପ୍ରଥମେ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ଆବେଦନ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ଏହାପରେ ନୋଟିଫିକେସନ ଚେକ୍ କରିବା ପରେ ଡକ୍ୟୁମେଣ୍ଟ ଅପଲୋଡ କରିବା ସହିତ ସବ୍ମିଟ୍ କରିବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।