୧୦ମ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, MDL ରେ କରନ୍ତୁ ଆବେଦନ
ଆଇଟିଆଇ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ମଜାଗନ ଡକରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏଠାରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୧ ଅଗଷ୍ଟ ୨୦୨୩ ରହିଛି ।

ଦଶମ ପାସ୍ କରି ଆଇଟିଆଇ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ମଜାଗନ ଡକରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏଠାରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୧ ଅଗଷ୍ଟ ୨୦୨୩ ରହିଛି । ଶେଷ ତାରିଖ ପୂର୍ବରୁ ଆବେଦନ ଫର୍ମ ପୂରଣ କରନ୍ତୁ । ତେବେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ mazagondock,in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୩୧
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଅଗଷ୍ଟ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ କରିବା ସହିତ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୮ ବର୍ଷହୋଇଥିବା ଜରୁରୀ ।
କେମିତି ହେବ ଚୟନ: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ଏହାର ତାରିଖ ପରେ ଘୋଷଣା କରାଯିବ । ପ୍ରାର୍ଥୀଙ୍କ ଚୟନ ଅଭିଜ୍ଞତା ଆଧାରରେ ହେବ । ଏହାପରେ ସ୍କିଲ ଟେଷ୍ଟ ମଧ୍ୟ କରାଯିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨୨,୦୦୦ରୁ ୮୩,୧୮୦ ଟଙ୍କା ମାସିକ ରହିଛି ।
ଅଧିକ ଜାଣିବା ପାଇଁ ଅଫିସିଆଲ ସାଇଟ୍ ଚେକ୍ କରନ୍ତୁ :