ଚଳନ୍ତା ଗାଡିରେ ଲାଗିଲା ନିଆଁ

ବାଲେଶ୍ୱର : ଆଇଟିଆଇ ଛକରେ ଚଳନ୍ତା ଓମିନିରେ ଅଗ୍ନିକାଣ୍ଡ । ଓମନିଟି କୁରୁଡ଼ାରୁ ବାଲେଶ୍ୱର ସହର ଅଭିମୁଖେ ଯାଉଥିଲା । ହଠାତ୍ ନିଆଁ ଲାଗିବାରୁ ଚାଳକ ଓ ଯାତ୍ରୀ କାରରୁ ଓହ୍ଲାଇ ପଡ଼ିଥିଲେ । ସ୍ଥାନୀୟ ଲୋକମାନେ ପାଣି ପକାଇ ନିଆଁ କାବୁ କରିଥିଲେ ।