ଫନି ପରେ ଚିଲିକାରେ ଦୁଇଟି ନୂଆ ମୁହାଣ

ଫନି ପ୍ରଭାବରେ ଚିଲିକାରେ ଖୋଲିଲା ୪ଟି ନୂଆ ମୁହାଣ। ପୂର୍ବରୁ ମାତ୍ର ୨ଟି ମୁହାଣ ଥିବା ବେଳେ ଫନି ପ୍ରଭାବରେ ଜୈବ ବିବିଧତାରେ ପରବର୍ତ୍ତନ ଘଟିଛି। ଉଚ୍ଚ ଜୁଆର ଓ ପବନର ତୀବ୍ର ବେଗ ଫଳରେ ଏହି ମୁହାଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫନି କେବଳ ବିପର୍ଯ୍ୟୟ ଆଣିନି, ଜୈବ ବିବିଧତାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟାଇଥିବା ଜଣାପଡ଼ିଛି।