ମେଡିକାଲ ଅଫିସର ବମ୍ପର ପଦବୀ ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ଡ. ରାମ ମନୋହର ଲୋହିୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଲକ୍ଷ୍ନୌ ପକ୍ଷରୁ ମେଡିକାଲ ଅଫିସର ପଦବୀ ଖାଲିପଡିଛି । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଫଟାଫଟ ଅଫିସିଆଲ ସାଇଟ drrmlims.ac.in କୁ ଯାଇ ଆବେଦନ କରିପାରିବେ ।

ନର୍ସିଂ କୋର୍ସ କରିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଡ. ରାମ ମନୋହର ଲୋହିୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଲକ୍ଷ୍ନୌ ପକ୍ଷରୁ ମେଡିକାଲ ଅଫିସର ପଦବୀ ଖାଲିପଡିଛି । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଫଟାଫଟ ଅଫିସିଆଲ ସାଇଟ drrmlims.ac.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୬୫ (ମେଡିକାଲ ଅଫିସର)
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ପାଇଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ବିଏସସି ନର୍ସିଂ କିମ୍ବା ଜିଏନଏମ ସହିତ +୨ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହେବ ଜରୁରୀ । ଆବେଦନ ପାଇଁ ଇଚ୍ଛୁକ ଥିବା ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧରରେ ହେବ ।