ମକର ସଂକ୍ରାନ୍ତିରେ ମଜା କରିବେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀ, ଛୁଟି ଘୋଷଣା କଲେ ରାଜ୍ୟ ସରକାର

କେନ୍ୟୁଜୁ(ବ୍ୟୁରୋ): ମକର ସଂକ୍ରାନ୍ତି ଅର୍ଥାତ ଜାନୁଆରୀ ୧୫କୁ ସରକାରୀ ଛୁଟି ଘୋଷଣା କେଲେ ରାଜ୍ୟ ସରକାର। ଏହି ଦିନ ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ନୋଟିସ କରାଯାଇଛି। ରାଜ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଗଣପର୍ବ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।