ପାରାଦୀପ ପୋର୍ଟ ଅଥରିଟିରେ ଚାକିରି ସୁଯୋଗ, MBBS କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ପାରାଦୀପ ପୋର୍ଟ ଅଥରିଟିରେ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ପଦବୀ ଖାଲି । MBBS କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦, ୨୦୨୩ ରହିଛି ।

ପାରାଦୀପ ପୋର୍ଟ ଅଥରିଟିରେ ଚାକିରି କରିବାର ସୁଯୋଗ । ଖାଲିପଡିଥିବା ପଦବୀ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ହେବ । ନୋଟିଫିକେସନ ଅନୁଯାୟୀ ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦, ୨୦୨୩ ରହିଛି ।
ପଦବୀ ବିବରଣୀ : ୨
ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍ ୩୦ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଏମବିବିଏସ୍ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୬୨ ବର୍ଷ ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭୁ୍ୟ ଆଧାରରେ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ନିଜର ସବୁ ଦସ୍ତାବିଜ, ୨ଟି ପାସପୋର୍ଟ ସାଇଜ ଫଟୋ ଇତ୍ୟାଦିକୁ ଦିଆଯାଇଥିବା ଠିକଣାରେ ପଠାଇବାକୁ ଅନୁରୋଧ ।
“Application for engagement of General Medical Officers on Contractual basis” should reach the office of the secretary, Paradip Port Authorities, Po-Paradip Port, Dist- Jagatsinghpur, Odisha-754142
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://paradipport.gov.in/Writereaddata/Career/GDMO_26052023.pdf